Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବସ୍‌-କଣ୍ଟେନର ଧକ୍କା ; ୧୦ ଆହତ

ବସ୍‌-କଣ୍ଟେନର ଧକ୍କା ; ୧୦ ଆହତ

ODISHA NEWS 1 year ago

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // 
ଭଦ୍ରକ, (୦୧/୦୩) : ଭଣ୍ଡାରୀପୋଖରୀ ଥାନା ୧୬ ନମ୍ବର ଜାତୀୟ ରାଜପଥ ଛତାବର ନିକଟରେ ଶନିବାର ବସ୍‌କୁ ପଛରୁ କଣ୍ଟେନର ଧକ୍କା ଦେବାରୁ ଦୁର୍ଘଟଣାରେ ୧୦ ଆହତ ଆହତ ହୋଇଛନ୍ତି । 

ବସ୍‌କୁ ଧକ୍କା ଦେବା ପରେ ପଛକୁ ପଛ ପିଟି ହେଲେ ୨ କଣ୍ଟେନର। ଆହତ ଯାତ୍ରୀଙ୍କୁ ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ୪ ଯାତ୍ରୀଙ୍କୁ ଭଦ୍ରକରୁ କଟକ ସ୍ଥାନାନ୍ତର କରାଯାଇଛି। ବସ୍‌ଟି ଏକ ତୀର୍ଥଯାତ୍ରୀ ବସ୍‌ ହୋଇଥିବା ବେଳେ ଏହା ୬୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଟାଟାରୁ ପୁରୀ ଅଭିମୁଖେ ଆସୁଥିଲେ। ଖବର ପାଇ ଭଣ୍ଡାରୀପୋଖରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS