Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିଶ୍ରାମଗାର ବିପଦ ସଂକୁଳ ଅବସ୍ଥାରେ

ବିଶ୍ରାମଗାର ବିପଦ ସଂକୁଳ ଅବସ୍ଥାରେ

ODISHA NEWS 4 months ago

ରାଇକିଆ, (୨୬/୦୬) : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ମୂଖ୍ୟ ବଜାର ରେ ରହିଥିବା ଯାତ୍ରୀ ବିଶ୍ରାମ ଗାର ବିପଦ ସଂକୁଳ ଅବସ୍ଥାରେ ରହିଛି ।

ଯାହାକୁ ନେଇ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି ବ୍ୟକ୍ତି ଏବଂ ଛାତ୍ରଛାତ୍ରୀ ମାନେ । ଏଥି ପ୍ରତି କାହାର ନଜର ପଡ଼ୁନାହିଁ । ଫଳରେ ସାଧାରଣ ଲୋକଙ୍କୁ ଅସୁବିଧା ଭୋଗିବାକୁ ପଡୁଛି । ଫଳରେ ବିଭିନ୍ନ ଅଞ୍ଚଳରୁ ଅନେକ ଛାତ୍ରଛାତ୍ରୀମାନେ ପଢିବା ପାଇଁ ଆସିଥାନ୍ତି । ସେମାନେ ଘରକୁ ଫେରିବା ପାଇଁ ବସକୁ ଅପେକ୍ଷା କରିବାକୁ ପଡେ ଯାତ୍ରୀ ବିଶ୍ରାମଗାର ଉପରେ । ରହିଥିବା ବିଶ୍ରାମଗାର ଟି ବହୁତ୍ ବର୍ଷ ହୋଇ ରହିଛି । ସବୁ କିଛି ଭାଙ୍ଗି ଗଲାଣି ।ଏହିସମସ୍ୟାର ସମାଧାନ ତୁରନ୍ତ ହେଲେ ବହୁତ୍ ଭଲ ହୋଇ ପାରନ୍ତା । ବ୍ଲକ ଓ ପଞ୍ଚାୟତ ପ୍ରଶାସନa ଦୃଷ୍ଟି ଆକର୍ଷଣ ଦେଲେ ଲୋକ ମାନେ ବହୁ ତ୍ ଖୁସି ହୋଇ ପାରିବେ ।  .

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS