ୱାଶିଂଟନ: କେହି ପ୍ରେମିକ ନିଜ ପ୍ରେମିକାର ପିରିୟଡ ବ୍ଲଡ୍କୁ ଫ୍ରିଜରରେ ରଖିପାରେ କି ? ଏହି ଘଟଣା ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ବାସ୍ତବରେ ଏପରି କିଛି ଘଟଣା ଘଟିଛି । ପ୍ରସିଦ୍ଧ ଆମେରିକୀୟ ପ୍ରଯୁକ୍ତିବିଦ୍ୟା ଉଦ୍ୟମୀ, ନିବେଶକ ଏବଂ ଆଣ୍ଟି-ଏଜିଂ ବା ବୟସ ବୃଦ୍ଧି ରୋକିବା ଉପରେ ଗବେଷଣା କରୁଥିବା କୋଟିପତି ବ୍ୟକ୍ତି ବ୍ରାୟନ ଜନସନ୍ ଏପରି କରୁଥିବା ଖୁଲାସା କରିଛନ୍ତି ।
ବ୍ରାୟନ ଜନସନ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି ଯେ ସେ ପ୍ରାୟ ୧୦ ମିଲିମିଟର ପିରିୟଡ୍ ବ୍ଲଡ୍ର ନମୁନା ସଂଗ୍ରହ କରି ରଖିଛନ୍ତି । ଏହି ଖବରଟି ପଢିବାବେଳେ ଏହା ଅଜବ ଲାଗିପାରେ । ମାତ୍ର ତାଙ୍କ କହିବା କଥା ହେଉଛି ଏହା ପଛରେ ପ୍ରକୃତ ଉଦ୍ଦେଶ୍ୟ ହେଉଛି ମହିଳାଙ୍କ ସ୍ଵାସ୍ଥ୍ୟ ସହିତ ଜଡ଼ିତ ଗବେଷଣାକୁ ଆହୁରି ଭଲ ଭାବେ ବୁଝିପାରିବା ।
- କଣ ପାଇଁ ରଖିଛନ୍ତି ପିରିୟଡ୍ ବ୍ଲଡ୍ ?
- ସୋସିଆଲ ମିଡିଆରେ ଚର୍ଚ୍ଚା
ପଢନ୍ତୁ ଏହି ଖବର: ଟ୍ରେନ୍ରେ ଯାଉଥିଲେ, କିଛି ସେକେଣ୍ଡରେ ଲାଗିଲା ବିଦ୍ୟୁତ ଝଟକା..ଛାନିଆ ଯାତ୍ରୀ
- ବ୍ରାୟନ ଜନସନ୍ କିଏ ?

