ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ବା ଏଫଏସଏସଏଆଇ ଏଭରେଷ୍ଟ ଏବଂ LG ବ୍ରାଣ୍ଡ ହିଙ୍ଗ୍ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛି । ଜଣେ ଗ୍ରାହକ ହିଙ୍ଗର ଗୁଣବତ୍ତାକୁ ନେଇ ଅଭିଯୋଗ କରିଥିଲେ । ସେହି ଅଭିଯୋଗ ଆଧାରରେ FSSAI ବିଭିନ୍ନ ପ୍ରମୁଖ କମ୍ପାନୀର ହିଙ୍ଗର ଗୁଣବତ୍ତା ପରୀକ୍ଷା କରିଥିଲା । ଏହି ପରୀକ୍ଷାରେ ଏଭରେଷ୍ଟ ଏବଂ LG ବ୍ରାଣ୍ଡର ମିଶ୍ରିତ ହିଙ୍ଗର ଗୁଣବତ୍ତା ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଛି ।
- ସ୍ଥଗିତ ରହିଲା ବିକ୍ରି
- 'ତୁରନ୍ତ ନିଜ ଭୁଲ୍ ସୁଧାର'
ପଢନ୍ତୁ ଏହି ଖବର: ଆଉ ମିଳିବନି ପନିର: ସରକାରଙ୍କ ବଡ଼ ଘୋଷଣା, ଦେଶରେ ପନିର ବ୍ୟାନ ?
- କମ୍ପାନୀରେ ହିଙ୍ଗରେ କଣ ନିମ୍ନମାନର ଥିଲା ?

