ଭାରତୀୟ-ଆମେରିକୀୟ କ୍ରିକେଟରଙ୍କ ବିରୋଧରେ ବଡ଼ ଆକ୍ସନ । ୮ ବର୍ଷ ଯାଏଁ ଖେଳିପାରିବେନି କ୍ରିକେଟ୍ । ମ୍ୟାଚ୍ ଫିକ୍ସିଂ ପାଇଁ କ୍ରିକେଟର ବୋଡୁଗୁମ୍ ଅଖିଳେଶ ରେଡ୍ଡୀଙ୍କ ବିରୋଧରେ ICC ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଇସିସିର ଦୁର୍ନୀତି ନିବାରଣ ଟ୍ରିବ୍ୟୁନାଲ୍ ରେଡ୍ଡୀଙ୍କୁ ଦୁର୍ନୀତି ନିବାରଣ କୋଡ୍ର ୩ଟି ନିୟମକୁ ଉଲ୍ଲଂଘନ କରିଥିବା ନେଇ ଦୋଷୀ ସାବ୍ୟସ୍ତ କରିଛି ।
- କେବେ ହୋଇଥିଲା ମ୍ୟାଚ୍ ଫିକ୍ସିଂ ?
- ରେଡ୍ଡୀଙ୍କ ବିରୁଦ୍ଧରେ ସାଙ୍ଘାତିକ ପ୍ରମାଣ
- ୮ବର୍ଷ କ୍ରିକେଟରୁ ବାସନ୍ଦ
- ଅଖିଳେଶ ରେଡ୍ଡୀଙ୍କ ମ୍ୟାଚ୍ ରେକର୍ଡ
- SRH ଟିମର ଥିଲେ ନେଟ୍ ବୋଲର
ପଢନ୍ତୁ ଏହି ଖବର: ୨ ୱିକେଟରେ ହାରିଲା ପାକିସ୍ତାନ; ଋଷି ଧୱନଙ୍କ ଦମଦାର ବ୍ୟାଟିଂ, ଶେଷ ଓଭର ଯାଏଁ ସସପେନ୍ସ
- କାହିଁକି ଫେରିଥିଲେ ଆମେରିକା ?

