Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଭବାନିପୁରରେ ମମତା ପଛରେ, ଆସାମରେ ହିମନ୍ତଙ୍କ ହ୍ୟାଟ୍ରିକ!

ଭବାନିପୁରରେ ମମତା ପଛରେ, ଆସାମରେ ହିମନ୍ତଙ୍କ ହ୍ୟାଟ୍ରିକ!

ନୂଆଦିଲ୍ଲୀ,୪।୫: ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନ ମଧ୍ୟରୁ ୨୯୩ଟି ଆସନର ଫଳାଫଳ ଆଜି ଘୋଷଣା କରାଯିବ। ରାଜ୍ୟର ୭୭ଟି ଗଣତି କେନ୍ଦ୍ରରେ ସକାଳ ୮ଟାରେ ଅତ୍ୟନ୍ତ କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ଆରମ୍ଭ ହୋଇଥିଲା ଏବଂ ଅପରାହ୍ନ ସୁଦ୍ଧା ବଙ୍ଗଳାରେ କାହାର ସରକାର ଗଠନ ହେବ ତାହା ସ୍ପଷ୍ଟ ହୋଇଯିବ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ନିର୍ବାଚନମଣ୍ଡଳୀ ଭବାନୀପୁରରେ ପଛରେ ଅଛନ୍ତି।

ସେ ଭାଜପା ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କଠାରୁ କଡା ଟକ୍କରର ସମ୍ମୁଖୀନ ହେଉଛନ୍ତି।
ଆସାମରେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ, ଭାଜପା ସରକାର ଗଠନ କରିବାର ନିକଟତର। ଏଠାରେ, ଭାଜପା ୬୧ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ କେବଳ ୯ଟି ଆସନରେ ଆଗୁଆ ଅଛି। ଏଥର ଏଠି ଭାଜପା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ହ୍ୟାଟ୍ରିକ କରିବା ମୋଡରେ ଅଛନ୍ତି ବୋଲି କୁହାଯାଉଛି।

Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri