ଭବାନୀପାଟଣା,୧୭ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ରାଜପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଶିବ ପ୍ରସାଦ ଭୋଇ (୬୩)ଙ୍କ ବୁଧବାର ବିଳମ୍ବିତ ରାତିରେ ହୃଦ୍ଘାତରେ ନିଜ ବାସ ଭବନରେ ପରଲୋକ ହୋଇଯାଇଛି। ତାଙ୍କ ବିୟୋଗ ଖବର ଶୁଣି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ପୂର୍ବରୁ ଜିଲା ସରପଞ୍ଚ ସଂଘର ସଭାପତି ରହିଥିବାବେଳେ ପଣ୍ଡରାମାଳି ଯୁବବାହିନୀର ଉପସଭାପତି ମଧ୍ୟ ରହିଥିଲେ।
Dharitri - Odisha's No.1 Odia Daily

