Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଓଡ଼ିଶା: ଆଜିର ଫଟୋ ( ୨୯ ମେ ୨୦୨୬ )

ଓଡ଼ିଶା: ଆଜିର ଫଟୋ ( ୨୯ ମେ ୨୦୨୬ )

 ଭୁବନେଶ୍ୱର ସୀମାନ୍ତରେ ଥିବା ଧଉଳି ନିକଟସ୍ଥ ଦୟା ନଦୀପଠାରେ ୧୪୦ ଫୁଟ ଲମ୍ବ ପ୍ରଭୁ ବୁଦ୍ଧଙ୍କ ବାଲୁକା କଳାକୃତି ତିଆରି କଲେ ବାଲୁକା ଶିଳ୍ପୀ ସୁବଳ ମହାରାଣା

ଭୁବନେଶ୍ୱର ଭଞ୍ଜକଳାମଣ୍ଡପରେ କୋକିଳା ଡାନ୍ସ ମ୍ୟୁଜିକ ଏକାଡେମୀର ୫ମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର ରସୁଲଗଡ଼ସ୍ଥିତ ମନୋରମା ଆପାର୍ଟମେଣ୍ଟ ନିକଟରୁ ବିଏମସି ପକ୍ଷରୁ ଜବରଦଖଲ ଉଚ୍ଛେଦ

କାଳବୈଶାଖୀ ବର୍ଷାରେ କଟକ ସହର ଜଳମଗ୍ନ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri