Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି। ସେହିପରି ଧନେଶ୍ୱର ମେହେର ଉପ ସଭାପତି ଉମାକାନ୍ତ ସାହୁ ସାଧାରଣ ସମ୍ପାଦକ, ମନୋଜ କୁମାର ସାହୁ ଓ ରବିନାଥ ବାଗ ଯୁଗ୍ମ ସମ୍ପାଦକ ଏବଂ ସନ୍ତୋଷ କୁମାର ପ୍ରଧାନ କୋଷାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି।

ରାଧେଶ୍ୟାମ ସେଠ, ସୁଦୀପ କୁମାର ଭୋଇ, ଭାଗ୍ୟବାନ ସାହ ଓ ରୋହିତ ସେଠ କାର୍ଯ୍ୟକାରିଣୀ କମିଟି ସଭ୍ୟଭାବେ ନିର୍ବାଚିତ ହୋଇଛନ୍ତି। ଶନିବାର ନିର୍ବାଚନ ହୋଇଥିଲା। ରବିବାର ଭୋଟ ଗଣତି ହୋଇଥିଲା। ଫଳାଫଳ ଘୋଷଣା ପରେ ନିର୍ବାଚିତ କର୍ମକର୍ତ୍ତା ଏବଂ ସେମାନଙ୍କ ସମର୍ଥକମାନେ ଖୁସି ମନାଇଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri