ଗଣେଶଙ୍କ ମତରେ ନିଜର କ୍ରୋଧ ଓ ବାକ୍ୟକୁ ଲଗାମ ଦିଅନ୍ତୁ | ଆଳସ୍ୟ ଓ ଚିନ୍ତା ମନକୁ ବିଚଳିତ କରିବ | ଗାଡି ଚାଳନାରେ ସତର୍କତା ଅବଲମ୍ୱନ କରନ୍ତୁ | ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆଜି ଦିନଟି ଶୁଭ ନୁହେଁ | ଆଇନ ସମ୍ମତ ଦଲିଲ ପ୍ରସ୍ତୁତ କରିବା କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ | ନିଜ ପ୍ରିୟଜନଙ୍କ ସାଙ୍ଗରେ ସାମାନ୍ୟ କଥାରେ ବଚସା ହୋଇପାରେ | ନିଜର ସଊକ ପାଇଁ ଖର୍ଚ୍ଚର ପରିମାଣ ବଢିଯାଇପାରେ |
