Dailyhunt
କନ୍ୟା, 06 May 2026

କନ୍ୟା, 06 May 2026

ନ୍ୟା: ଆଜି ଦିନଟି ଭଲରେ କଟି ନପାରେ | ନିଜେ ଶାରୀରିକ ଅସୁସ୍ଥତା ଅନୁଭବ କରିବେ | ମନ ଚିନ୍ତାଗ୍ରସ୍ତ ରହିବେ | ନିଜର ପତ୍ନୀଙ୍କ ସହ ଯୁକ୍ତିତର୍କ ଏବଂ ଝଗଡା ଲାଗିପାରେ | ଆପଣଙ୍କର ମାତାଙ୍କ୍ର ସ୍ୱାସ୍ଥ୍ୟ ଆପଣଙ୍କୁ ବିଚଳିତ କରିବ | ଜମିବାଡି ଓ ସମ୍ପତ୍ତି ସମ୍ପର୍କୀୟ କୌଣସି ଚୁକ୍ତି କରିବା ବେଳେ ସତର୍କତା ଅବଲମ୍ୱନ କରନ୍ତୁ |

Dailyhunt
Disclaimer: This content has not been generated, created or edited by Dailyhunt. Publisher: Ganesha Speaks Oriya