Dailyhunt
ମୀନ, 04 May 2026

ମୀନ, 04 May 2026

ଣେଷ କହନ୍ତି, ପ୍ରବଳ ମାନସିକ ଚାପରେ ଭାରାକ୍ରାନ୍ତ ରହିବେ. ସରୀର ପିଡା ଓ ହାଲିଆ ତୁମକୁ ଦୁଃଖ ଦେବ. ବଡ ମାନଂକ ସହ କାମ କରୁଥିବାବେଳେ ସତର୍କ ରୁହନ୍ତୁ. ପୁରାଦିନ ପିଲାମାନଂକ ଚିନ୍ତାରେ ରହିପାରନ୍ତି. ଜରୁରି କାମ ନକରିବା ଭଲ. ବ୍ୟବସାୟିମାନେ ଅସୁବିଧାର ସମ୍ମୁଖିନ ହେବେ. ଦୁଃଶ୍ଚିନ୍ତା ଛାଡନ୍ତୁ.

Dailyhunt
Disclaimer: This content has not been generated, created or edited by Dailyhunt. Publisher: Ganesha Speaks Oriya