ଭୁବନେଶ୍ୱର, 31 ମେ (ହି.ସ) - ଲୋକଭବନରେ ରାଜ୍ୟପାଳ ଡ.ହରିବାବୁ କମ୍ଭମପତିଙ୍କ ସହ ମନ୍ କୀ ବାତ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବରିଷ୍ଠ ମନ୍ତ୍ରୀଗଣ ଓ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିମାନେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜନଭାଗିଦାରୀଏବଂସମାଜସଂସ୍କାରଉପରେଆଧାରିତ, ପ୍ରଧାନମନ୍ତ୍ରୀଙ୍କଏହିପ୍ରେରଣାଦାୟୀବିଚାରଆମସମସ୍ତଙ୍କମଧ୍ୟରେଏକନୂତନଉତ୍ସାହସୃଷ୍ଟିକରିଛି।ଏହାଆମକୁଦେଶତଥାରାଜ୍ୟରସର୍ବାଙ୍ଗୀନବିକାଶଏବଂଏକସମୃଦ୍ଧଓଡ଼ିଶାଗଠନଦିଗରେମିଳିତଭାବେକାର୍ଯ୍ୟକରିବାକୁନୂତନଶକ୍ତିଓପ୍ରେରଣାପ୍ରଦାନକରିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
