Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ବଲାଙ୍ଗିର ଲାଲଟିକରା ଗ୍ରୀଡ ରେ ଲଗିଲା ନିଆଁ

ଲାଙ୍ଗିର, 24 ମେ (ହି.ସ.)ଆଜି ବଲାଙ୍ଗିର ଲାଲଟିକ୍ରା ଗ୍ରୀଡ ସବଷ୍ଟେସନ ରେ ମଧ୍ୟାହ୍ନ 2.30 ବେଳେ ଏକ ପ୍ରଚଣ୍ଡ ଶବ ହୋଇ ଲଗିଲା ନିଆଁ ତୁରନ୍ତ ଅଗ୍ନିସମ ବିଭାଗ ଖବର ପାଇ ଆସି ନିଆଁ କୁ ଆୟତ୍ତ କରିଥିଲେ l ନିଆଁ ଲଗିଲା ପରେ ଧୂଆଁମୟ ନୋଇ ହୁତୁହୁତୁ ହୋଇ ନିଆଁ ଜଳି ଥିଲା l ଆଜି ଏଠାରେ ପ୍ରବଳ ଗରମ ଉତ୍ତପ୍ତ ପରିବେଶ ଭିତରେ ଏହି ଅଗ୍ନିକାଣ୍ଡ ପରେ କିଛି ସମୟ ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଥିଲା.

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya