Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ବନ୍ୟା ସମୟରେ ବୟାନବାଜି ନିନ୍ଦନୀୟ- ବାବୁ ସିଂ

ଭୁବନେଶ୍ୱର, 03 ଅଗଷ୍ଟ (ହି.ସ.)- ବନ୍ୟା

ରିସ୍ଥିତିକୁ ନେଇ ଚାଲିଥିବା ବୟନବାଜିକୁ ବିରୋଧ କରି ବିଧାୟକ ବାବୁ ସିଂ କହିଛନ୍ତି ଯେ, ଏଭଳି ସମୟରେ ଏହିପରି ବୟାନବାଜି ଅତି ନିନ୍ଦନୀୟ।

ଲୋକଙ୍କ ସେବା ପାଇଁ ଲୋକେ ଆମକୁ ଭୋଟ୍ ଦେଇଛନ୍ତି। ଆମ ସମସ୍ତଙ୍କ ଦାୟିତ୍ୱ ବିରୋଧୀ ହେଉ କି

ଶାସକ ବନ୍ୟା ପୀଡ଼ିତ ଲୋକଙ୍କ ପାଖରେ ପହଞ୍ଚି ଶୁଖିଲା ଖାଦ୍ୟ ପହଞ୍ଚାଇବା ସହ ସେମାନଙ୍କ ପାଖରେ

ଠିଆ ହେବା। କେବଳ ଟୁଇଟ୍ କଲେ ହେବ ନାହିଁ, ବନ୍ୟା ପୀଡ଼ିତ ଲୋକଙ୍କ

ପାଖକୁ ଯାଇ ସେମାନଙ୍କ ସମସ୍ୟାର ସମଧାନ କରିବା ଉଚିତ୍ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya