Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେପିରୁ ନିଲମ୍ବନ

ଭୁବନେଶ୍ୱର, 04 ମଇ (ହି.ସ.) ଦଳୀୟ ଶୃଙ୍ଖଳା ଭଙ୍ଗ ଓ ଅନୁଶାସନହୀନ ଆଚରଣ କାରଣରୁ ନୂଆପଡା ଜିଲ୍ଲା ଅନ୍ତର୍ଗତ ଭାଲୁକୋନାର ଶ୍ରୀ ବୀରବଲ ସାହୁ, ଦଲେଦାର ଦୟାଲାଲ ସାହୁ, ହାତୀସରାର ଶଙ୍କର ଲାଲ ଅହୀର ଏବଂ ବେଲଟୁକ୍ରିର ଶ୍ରୀ ସନ୍ତୋଷ ଚନ୍ଦ୍ରକାରଙ୍କୁ ଦଳରୁ ନିଲମ୍ବନ କରାଗଲା ବୋଲି ଶୃଙ୍ଖଳା କମିଟି ରାଜ୍ୟ ଆବାହକ ଶ୍ରୀ ସୁଦର୍ଶନ ନାୟକ ସୂଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya