Friday, 27 Nov, 9.03 pm Hindusthan Samachar

ମୁଖ୍ୟ ସମ୍ବାଦ
ଜଗତସିଂହପୁର ଜିଲ୍ଲାରେ ୧୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୭୯୫ କୁ ବୃଦ୍ଧି , ୮୪୧୮ ଆକ୍ରାନ୍ତ ସୁସ୍ଥ ହେଲେଣି, ସକ୍ରିୟ ମାମଲା ୩୪୬

ଜଗତସିଂହପୁର, ୨୬ ନଭେମ୍ବର (ହି.ସ.) - ଜଗତସିଂହପୁର ଜିଲ୍ଲାରେ ଆଜି ୧୪ ଆଉ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି. ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୭୯୫ କୁ ବୃଦ୍ଧି ପାଇଛି. ଅଦ୍ୟାବଧି ୩୭୭ ଆକ୍ରାନ୍ତ ସୁସ୍ଥ ହେଲେଣି. ଜିଲ୍ଲାରେ କରୋନାଜନିତ ସକ୍ରିୟ ମାମଲା ୩୪୬ ରହିଛି. ନୂଆ ଚିହ୍ନଟ ଏହି ୧୪ ଆକ୍ରାନ୍ତଙ୍କ ମଧ୍ୟରେ ବାଲିକୁଦା ବ୍ଲକରୁ ୧ ଜଣ, ବିରିଡ଼ି ବ୍ଲକରୁ ୮, ଏରସମା ବ୍ଲକରୁ ୨ ଜଣ, ନାଉଗାଁ ବ୍ଲକରୁ କେହି ନାହାନ୍ତି, ତିର୍ତୋଲ ବ୍ଲକରୁ ୧ ଜଣ, ରଘୁନାଥପୁର ବ୍ଲକରୁ ୫ ଜଣ, ଜଗତସିଂହପୁର ବ୍ଲକରୁ ୨ ଜଣ, ପୌରାଚଂଳରୁ ୧ ଏବଂ ପାରାଦ୍ୱୀପ ପୌରାଚଂଳରୁ ୩, କୁଜଙ୍ଗ ବ୍ଲକରୁ ୧. , ଜିଲ୍ଲାର କେହି ନାହାଁନ୍ତି. ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୪ ରହିଛି. ହିନ୍ଦୁସ୍ଥାନ ସମାଚାର / ସୁଧିର /
Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Hindusthan Samachar Odiya
Top