Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

'ଲୋକମାନ୍ୟ' ବାଲ୍ ଗଙ୍ଗାଧର ତିଳକଙ୍କୁ ନମନ କଲେ କେଭି ସିଂହଦେଓ

ଭୁବନେଶ୍ୱର, 01 ଅଗଷ୍ଟ (ହି.ସ.)-'ଲୋକମାନ୍ୟ' ବାଲ୍ ଗଙ୍ଗାଧର ତିଳକଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ

ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ମହାନ ଭାରତୀୟ ଜାତୀୟବାଦୀ, ପ୍ରଖ୍ୟାତ ସାମ୍ବାଦିକ, ସମାଜ ସଂସ୍କାରକ, ଶିକ୍ଷାବିତ୍ ତଥା ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅଗ୍ରଣୀ ନେତା 'ଲୋକମାନ୍ୟ' ବାଲ୍ ଗଙ୍ଗାଧର ତିଳକଙ୍କ ପୁଣ୍ୟତିଥିରେ ତାଙ୍କ ଅମର ଆତ୍ମା ନିକଟରେ ମୋର ଭକ୍ତିପୂତ

ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya