ଭୁବନେଶ୍ୱର, 04 ମେ (ହି.ସ.)- ଗୁରୁ
କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଚଳିତବର୍ଷ ପାଇଁ ପ୍ରଗାଢ଼
ଅଗ୍ରିମ ପାଠ୍ୟକ୍ରମରେ ଯୋଗଦେଇଥିବା ଶିକ୍ଷାନବିଶ ମାନଙ୍କ ପାଇଁ ପ୍ରବେଶ
ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା
କେନ୍ଦ୍ରରେ ପୂର୍ବାହ୍ନ 11ଟାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
