Dailyhunt

ପ୍ରତିଶୃତି ଦେଇ ଭୁଆଁ ବୁଲେଇଲେ ଲୋକେ ଗ୍ରହଣ କରିବେନି - ମଙ୍ଗୁ ଖିଲ

ଭୁବନେଶ୍ୱର, ୦୪ ଏପ୍ରିଲ (ହି.ସ.)- ବିଜେଡି କହିଥିଲା ଓଡ଼ିଆରେ ନାମ ଫଳକ ହେବ ହେଲାନି , ଏ ସରକାର କହିଲେ କରିବେ ଭଲ କଥା। ଓଡ଼ିଆରେ ସବୁ କାମ ହେବ । ଆନ୍ଧ୍ର ରେ କେବଳ ତେଲୁଗୁ ଭାଷାରେ ନାମ ଫଳକ । ଓଡ଼ିଶାରେ ସେମିତି ନାହିଁ । ଏ ସରକାର କଣ କହୁଛି କଣ କରୁଛି ସବୁ ଜାଣିଛନ୍ତି । ପ୍ରତିଶୃତି ଦେଇକି ଭୁଆଁ ବୁଲେଇବେ ତ ଲୋକେ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya