Dailyhunt

ସୈନିକ ସ୍କୁଲ ଗଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର, ୨୭ ଜାନୁଆରୀ -ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ପରିସରରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅଧ୍ୟକ୍ଷ, ଗ୍ରୁପ୍ କ୍ୟାପେଟନ୍ ଏସ୍‌.ଡ଼ୋମିନିକ ରାୟନ, ସ୍କୁଲ ପରିସରରେ ଥିବା ସହିଦ ସ୍ତମ୍ବରେ ସ୍କୁଲର ୧୬ ଜଣ ସହିଦ ମାନଂକ ସ୍ମୃତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସଂଗେ ସଂଗେ ପତାକା ଉତୋଳନ କରିଥିଲେ ।

.........

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya