Monday, 21 Sep, 9.44 am Hindusthan Samachar

ମୁଖ୍ୟ ସମ୍ବାଦ
ସୁଶାନ୍ତ ସିଂହ ରାଜପୁତ ମାମଲାରେ ଜୟା ଶାହ ଓ ସ୍ମୃତି ମୋଦୀଙ୍କୁ ସମନ

ମୁମ୍ବାଇ , ୨୧ ସେପ୍ଟେମ୍ବର (ହି.ସ.) । ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଏନସିବିର ଏସଆଇଟି ଜୟା ଶାହ ଓ ଶୃତି ମୋଦୀଙ୍କୁ ସମନ କରିଛନ୍ତି । ସେମାନଙ୍କୁ ସୋମବାର ଦିନ ହାଜର ହେବାକୁ କୁହା ଯାଇଛି ।

-------------------------

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Hindusthan Samachar Odiya
Top