Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ତ୍ରିରଙ୍ଗା ପତାକାର ଜନକ ପିଙ୍ଗଳି ଭେଙ୍କୟାଙ୍କ ଜୟନ୍ତୀରେ ତାଙ୍କୁ ନମନ କଲେ ମୁକେଶ ମହାଲିଙ୍ଗ

ଭୁବନେଶ୍ୱର, 02 ଅଗଷ୍ଟ (ହି.ସ.)- ତ୍ରିରଙ୍ଗା ପତାକାର ଜନକ ପିଙ୍ଗଳି ଭେଙ୍କୟାଙ୍କ

ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ

ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ତ୍ରିରଙ୍ଗା ପତାକାର ଜନକ ପିଙ୍ଗଳି ଭେଙ୍କୟାଙ୍କ

ଜୟନ୍ତୀରେ କୋଟି କୋଟି ପ୍ରଣାମ। ତାଙ୍କର ନିଃସ୍ୱାର୍ଥପର ଦେଶପ୍ରେମ ଏବଂ ତ୍ୟାଗ ଆଜି ବି

ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ହୋଇ ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya