Dailyhunt

ଉପରାଷ୍ଟ୍ରପତି ଶ୍ରୀ ସି. ପି. ରାଧାକୃଷ୍ଣନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, 04 ମେ (ହି.ସ.)- ଉପରାଷ୍ଟ୍ରପତି

ଶ୍ରୀ ସି. ପି. ରାଧାକୃଷ୍ଣନ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ

ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଉପରାଷ୍ଟ୍ରପତି ଶ୍ରୀ ସି. ପି. ରାଧାକୃଷ୍ଣନ ଜୀଙ୍କୁ

ତାଙ୍କ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ।

ତାଙ୍କର ଦୀର୍ଘ ବର୍ଷର

ସାର୍ବଜନିକ ସେବା, ଯାହା

ପ୍ରତିବଦ୍ଧତା ଓ ସତ୍ୟନିଷ୍ଠାରେ ଚିହ୍ନିତ, ନିରନ୍ତର ପ୍ରେରଣା ଦେଇଆସୁଛି। ତାଙ୍କୁ ଭଲ ସ୍ୱାସ୍ଥ୍ୟ ଓ ଦେଶସେବାରେ

ଅବିରତ ଶକ୍ତି ପାଇଁ ଶୁଭେଚ୍ଛା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya