Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିଜୟାଦଶମୀରେ ମହାପ୍ରଭୁଙ୍କ ଶରଣରେ ଗୋବିନ୍ଦା

ବିଜୟାଦଶମୀରେ ମହାପ୍ରଭୁଙ୍କ ଶରଣରେ ଗୋବିନ୍ଦା

ବଲିଉଡ୍ ଷ୍ଟାର ଗୋବିନ୍ଦା ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ପବିତ୍ର ଦଶହରା ତଥା ବିଜୟା ଦଶମୀ ଅବସରରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବା ପରେ ସେ ଭାବ ବିଭୋର ହୋଇ ପଡିଛନ୍ତି । ଅତି ନିକଟକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ସେ ବିମୁଗ୍ଧ ହୋଇ ଯାଇଥିଲେ । ଏଥିସହ ମା' ଲକ୍ଷ୍ମୀ, ବିମଳା ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ ।ସାରା ଦେଶବାସୀଙ୍କ ମଙ୍ଗଳ କାମନା ନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛି ।

ଜୀବନରେ ଯେତେବେଳେ କୌଣସି ପରିସ୍ଥିଦର୍ଶନ ସାରି ଫେରିବା ପରେ ଗୋବିନ୍ଦା କହିଛନ୍ତି ମହାପ୍ରଭୁଙ୍କ ଦର୍ଶନ କରିବା ମୋ ପାଇଁ ବଡ଼ ଭାଗ୍ୟ । ପବିତ୍ର ବିଜୟା ଦଶମୀରେ ମହାପ୍ରଭୁ ସମସ୍ତଙ୍କର ମଙ୍ଗଳ କରନ୍ତୁ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: HRTV Odia