Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଏହି ଗମ୍ଭୀର ରୋଗରେ ପୀଡିତ ଅଛନ୍ତି ସୁପରଷ୍ଟାର ବିଦ୍ୟା ବାଲନ, ତାଙ୍କ ପାଇଁ ଫ୍ୟାନ୍ସ ମାନେ ଭଗବାନଙ୍କ ପାଖେ କରୁଛନ୍ତି ପ୍ରାର୍ଥନା

ଏହି ଗମ୍ଭୀର ରୋଗରେ ପୀଡିତ ଅଛନ୍ତି ସୁପରଷ୍ଟାର ବିଦ୍ୟା ବାଲନ, ତାଙ୍କ ପାଇଁ ଫ୍ୟାନ୍ସ ମାନେ ଭଗବାନଙ୍କ ପାଖେ କରୁଛନ୍ତି ପ୍ରାର୍ଥନା

ଲୀଉଡର ସୁପରଷ୍ଟାର ବିଦ୍ୟା ବାଲନ ବଡ ବଡ ଫିଲ୍ମରେ କାମ କରିଛନ୍ତି । ବିଦ୍ୟା ବାଲନ ବହୁତ ହିଁ ସରଳ ଓ ହୃଦୟବାନ କଳକାର ଅଟନ୍ତି । ଯିଏକି ନିଜର ପରିଶ୍ରମ ଏବଂ ଇଛା ଦ୍ଵାରା ବଲୀଉଡରେ ନିଜର ପରିଚୟ ବନାଇଛନ୍ତି । ବିଦ୍ୟା ବାଲନଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ସ ଅଛନ୍ତି । ତାଙ୍କର ପ୍ରାୟତଃ ସବୁ ଫିଲ୍ମ ହିଟ ହୋଇଛି, କିନ୍ତୁ ଆଜିକାଲି ସେ କେବଳ ବିଜ୍ଞାପନରେ ନଜର ଆସୁଛନ୍ତି ।

ବର୍ତ୍ତମାନ ହିଁ ବିଦ୍ୟା ବାଲନ ନିଜର ଜନ୍ମ ଦିନ ପାଳନ କରିଛନ୍ତି, କିନ୍ତୁ ସେ ସର୍ବଦା ନିଜକୁ ଲାଇମ ଲାଇଟରେ ଦୂରେଇ ରଖନ୍ତି । ତେବେ ଚାଲନ୍ତୁ ଦେଖିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ଅଛି ?

ବିଦ୍ୟା ବାଲନଙ୍କ ବିଷୟରେ ବର୍ତ୍ତମାନ ହିଁ ଏକ ଖବର ଆସିଛି । ଖବର ଅନୁସାରେ ବିଦ୍ୟା ବାଳନ ଏକ ମାନସିକ ରୋଗରେ ପୀଡିତ ଅଛନ୍ତି । ଯେଉଁ କାରଣରୁ ଲୋକମାନେ ଭଗବାନ ନିକଟରେ ତାଙ୍କ ପାଇଁ ପାର୍ଥନା କରୁଛନ୍ତି । ଏମିତିରେ ଏହି ସମୟରେ ବିଦ୍ୟା ବାଳନ ନିଜର ରୋଗ ଉପରେ ଏବଂ ନିଜ କାମ ଉପରେ ଫୋକସ କରୁଛନ୍ତି ।

ମିଡିୟା ରିପୋର୍ଟ ଅନୁସାରେ ବିଦ୍ୟା ବାଲନ ଓସୀଡୀରେ ଗ୍ରାସିତ ଅଛନ୍ତି । ମାନେ ବିଦ୍ୟା ବାଲନଙ୍କୁ ଓବ୍ସେସିବ କଂପଲ୍ସିବ ଡିସର୍ଡର ହୋଇଛି, ଯାହାକୁ ମନୋବୈଜ୍ଞାନିକ ସମସ୍ୟା ମଧ୍ୟ କୁହାଯାଇଥାଏ । ଏହି ସମସ୍ୟାରେ ବ୍ୟକ୍ତିକୁ କେବଳ ଦିନ ସାରା ଗୋଟିଏ ହିଁ କାମ କରିବାର ଭୁତ ମୁଣ୍ଡରେ ଥାଏ ।

ପ୍ରାୟତଃ ବ୍ୟକ୍ତି ଦିନ ସାରା କୌଣସି ଜିନିଷକୁ କିମ୍ବା ଘରକୁ ସଫା କରିବାରେ ଲାଗିଥାନ୍ତି ଏବଂ ସେମାନେ ସେତେବେଳେ ପର୍ଯ୍ୟନ୍ତ ସଫା କରୁଥାନ୍ତି ଯେତେବେଳେ ପର୍ଯ୍ୟନ୍ତ ତାଙ୍କ ମୁଣ୍ଡ ଏହା ନ କହିଦେଇଛି ଯେ ତାହ ସଫା ହୋଇଯାଇଛି ।

ସୂତ୍ର ଅନୁସାରେ ପୁରା ଦୁନିଆରେ ୧ ରୁ ୩ ପ୍ରତିଶତ ଲୋକମାନେ ଏହି ରୋଗରେ ପୀଡିତ ଅଛନ୍ତି । ଯେଉଁଥିରେ ପିଲାମାନଙ୍କର ସଂଖ୍ୟା ଅଧିକ ଅଛି । ଏହି ରୋଗର ଚିକିତ୍ସା ଅଛି କିନ୍ତୁ ଏହା ସହିତ ରୋଗୀର ଭଲ ଯତ୍ନ ନେବା ମଧ୍ୟ ଆବଶ୍ୟକ । ଏହା ସହିତ ରୋଗୀ ଯଦି କୌଣସି ପ୍ରକାରର ଚିନ୍ତା ନ କରନ୍ତି ତେବେ ସେ ଜଲ୍ଦି ଠିକ ହୋଇଯିବେ । ମିଡିୟା ରିପୋର୍ଟ ଅନୁସାରେ ବିଦ୍ୟା ବାଲନ ନିଜର ଚିକିତ୍ସା କରୁଛନ୍ତି ଏବଂ ନିଜକୁ ସବୁ ଚିନ୍ତାରୁ ଦୂର ରଖୁଛନ୍ତି ।

କହିଦେଉଛୁ ଯେ ବିଦ୍ୟା ବାଲନ କିଛି ଦିନ ତଳେ ନିଜର ଆସୁଥିବା ଫିଲ୍ମର ଶୁଟିଙ୍ଗରେ ବ୍ୟସ୍ଥ ଥିଲେ । ସେ ଆନ୍ଧ୍ର ପ୍ରଦେଶର ପୂର୍ବ ସିଏମ ଏନ. ଟୀ. ରାମାରାୱଙ୍କର ବାୟୋପିକରେ କାମ କରୁଥିଲେ । ଏହି ଫିଲ୍ମରେ ବିଦ୍ୟା ବାଲନ ଏନ. ଟୀ. ରାମାରାୱଙ୍କର ସ୍ତ୍ରୀଙ୍କର ଅଭିନୟ କରୁଛନ୍ତି । ଏହା ପୂର୍ବରୁ ସେ ବହୁତ ହିଟ ଫିଲ୍ମ ମଧ୍ୟ ବଲୀଉଡକୁ ଦେଇଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: IBN Odisha