Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
IAS ଇଣ୍ଟରଭିୟୁରେ ପଚାରାଯାଇଥିଲା କିଛି କୌତୁହଳଜନକ ପ୍ରଶ୍ନ, ଯାହାର ଉତ୍ତର ଶୁଣିଲେ ଆପଣଙ୍କର ମୁଣ୍ଡ ଘୁରେଇବ

IAS ଇଣ୍ଟରଭିୟୁରେ ପଚାରାଯାଇଥିଲା କିଛି କୌତୁହଳଜନକ ପ୍ରଶ୍ନ, ଯାହାର ଉତ୍ତର ଶୁଣିଲେ ଆପଣଙ୍କର ମୁଣ୍ଡ ଘୁରେଇବ

IAS ଅଫିସର ହେବା ପାଇଁ ପ୍ରୀଲିମ୍ସ ଏବଂ ମେନ୍ସ କ୍ଲୀୟର କରିବା ଜରୁରୀ ଅଟେ । ଏହା ପରେ ଅନ୍ତିମ ଚରଣ ଆସିଥାଏ ଇଣ୍ଟରଭିୟୁ ଏବଂ ସାକ୍ଷାତକାର । ଆପଣଙ୍କ ପାଖରେ କେତେ ଜ୍ଞାନ ଅଛି ଏହାର ସୂଚନା ଲିଖିତ ରୂପରେ ଆପଣ ଦେଇ ସାରିଛନ୍ତି । ଏମିତିରେ ଆପଣଙ୍କର ଭାବନା କେମିତି ଅଟେ ଏବଂ ଆପଣଙ୍କର ସ୍ଵଭାବ ଜାଣିବା ପାଇଁ IASର ଇଣ୍ଟରଭିୟୁ ହୋଇଥାଏ ।

ଯେଉଁଥିରେ ବହୁତ ରୋଚକ ପ୍ରଶ୍ନ ପଚରା ଯାଇଥାଏ । IAS ଇଣ୍ଟରଭିୟୁରେ ବହୁତ ପ୍ରତିଷ୍ଠିତ ବ୍ୟକ୍ତି ସାମିଲ ହୋଇଥାନ୍ତି ଏବଂ ଏହାର ଅଧ୍ୟକ୍ଷତା ଜଣେ UPSC ସଦସ୍ୟ ଠିକ କରିଥାନ୍ତି ।

ଏହି କଥାର ଧ୍ୟାନ ରଖନ୍ତୁ କି ଏହି ଇଣ୍ଟରଭିୟୁର କୌଣସି ପ୍ୟାଟର୍ନ ନାହିଁ । ଯଦି ଆପଣ ଭାବୁଥିବେ କି ଏହା ପାଇଁ କୌଣସି ଅଲଗା ପ୍ରସ୍ତୁତି କରିବାକୁ ପଡିବ କିନ୍ତୁ ଏଥିପାଇଁ କିଛି ବି କରିବାକୁ ପଡିବ ନାହିଁ । ଏଥିରେ ଆପଣଙ୍କର ବୁଦ୍ଧିମତାର ଆକଳନ କରାଯାଏ । ଏହି ଇଣ୍ଟରଭିୟୁରେ ଆପଣଙ୍କୁ ଶିକ୍ଷା ଏବଂ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ ।

ଏହା କାଳ୍ପନିକ ବି ହୋଇପାରେ । ଏବଂ ବେଳେ ବେଳେ ଏହି ସବୁ ପ୍ରଶ୍ନ ମଧ୍ୟରେ ହିଁ ଉତ୍ତର ଲୁଚିଥାଏ । ଅଧିକ ସମୟ ଭାବିଲେ ଏହା ଆପଣଙ୍କ ପାଇଁ ଖରାପ ମଧ୍ୟ ହୋଇପାରେ । ଆଜି ଆମେ ଆପଣମାନଙ୍କୁ କିଛି ଏମିତି ହିଁ ପ୍ରଶ୍ନ ଏବଂ ଉତ୍ତର ବିଷୟରେ କହିବୁ ଯାହାକୁ କିଛି ଛାତ୍ରମାନେ ବହୁତ ସହଜରେ ଉତ୍ତର ଦେଇ ସିଲେକ୍ଶନ ହୋଇଛନ୍ତି ।

· ଆପଣ ଗୋଟିଏ କଞ୍ଚା ଅଣ୍ଡାକୁ ଗୋଟିଏ କଂକ୍ରୀଟ ଚଟାଣ ଉପରେ ନ ଭାଙ୍ଗି କେମିତି ଛାଡି ପାରିବେ ?

ଉତ୍ତର - ଅଣ୍ଡାକୁ ସହଜରେ ଛାଡି ପାରିବେ । କଂକ୍ରୀଟ ଚଟାଣ ଭାଙ୍ଗିବା ବହୁତ କଷ୍ଟ ଅଟେ ଏବଂ ଅଣ୍ଡା ପଡିବା ଦ୍ଵାରା ରାସ୍ତା ଭାଙ୍ଗି ନଥାଏ ।

· ଯଦି ମୁଁ ଆପଣଙ୍କର ଭଉଣୀ ସହିତ ପଳାଏ ତେବେ ଆପଣ କଣ କରିବେ ?

ଉତ୍ତର - ମୁଁ ବହୁତ ଖୁସି ଅଟେ । କାରଣ ମୋତେ ଲାଗୁଛି କି ଆପଣ ଠାରୁ ଭଲ କେହି ମୋ ଭଉଣୀ ପାଇଁ ମିଳିବେ ନାହିଁ ।

· ଥରେ ଛାତ୍ର ସାମନାରେ କଫି ରଖି ପଚାରିଲେ କି (what is before you) ?

ଉତ୍ତର - ଏହାର ଉତ୍ତର ହେଉଛି T । କାରଣ U ପୂର୍ବରୁ T ଆସିଥାଏ ।

· ବର୍ଷା ରାତିରେ ଆପଣ ନିଜ କାରରେ କେଉଁଠିକୁ ଯାଉଛନ୍ତି । ଆପଣଙ୍କର ନଜର ଗୋଟିଏ ଜାଗାରେ ବସିଥିବା ତିନି ଜଣ ଲୋକଙ୍କ ଉପରେ ପଡିଲା । ଯିଏକି ଗୋଟିଏ ବୟସ୍କ ମହିଳା ଯାହାକୁ ତୁରନ୍ତ ହସ୍ପିଟାଲ ନେବାକୁ ପଡିବ । ଗୋଟିଏ ପୁରୁଣା ସାଙ୍ଗ ଯିଏକି ଆପଣଙ୍କର ଜୀବନ ବଞ୍ଚାଇଥିଲେ । ଗୋଟିଏ ଝିଅ ଯାହାକୁ ଅପଣ ନିଜର ସ୍ଵପ୍ନରେ ଦେଖନ୍ତି, କିନ୍ତୁ କାରରେ ଆପଣ କେବଳ ଦୁଇଜଣ ଲୋକଙ୍କୁ ହିଁ ଜାଗା ଦେଇ ପାରିବେ । ଆପଣ କାହାକୁ ବସାଇବେ ?

ଉତ୍ତର - ମୁଁ ନିଜ କାରକୁ ସାଙ୍ଗକୁ ଦେଇ କହିବି କି ସେ ସଙ୍ଗେ ସଙ୍ଗେ ସେହି ବୟସ୍କ ମହିଳାଙ୍କୁ ହସ୍ପିଟାଲ ନେଇଯାଉ ଏବଂ ମୁଁ ନିଜର ସ୍ଵପ୍ନର ରାଣୀ ସହ ଅପେକ୍ଷା କରିବି ବସର ଏବଂ ଏକା ସହିତ ଯିବି ।

· ଗୋଟିଏ ମହିଳାକୁ ପଚରାଗଲା କି ଯଦି ଆପଣ ସକାଳୁ ଉଠିବେ ଏବଂ ଆପଣଙ୍କୁ ଜଣା ପଡିବ ଯେ ଆପଣ ଗର୍ଭବତୀ ହୋଇଯାଇଛନ୍ତି, ତେବେ ଆପଣ କଣ କରିବେ ?

ଉତ୍ତର - ଝିଅ ଜଣକ କହିଲେ କି ମୁଁ ବହୁତ ଖୁସି ହେବି ଏବଂ ମୋର ସ୍ଵାମୀଙ୍କୁ ଏହା ବିଷୟରେ କହିବି ।

· ଭଗବାନ ରାମ ନିଜର ପ୍ରଥମ ଦୀପାବଳି କେଉଁଠି ପାଳିଥିଲେ ?

ଉତ୍ତର - ଆପଣଙ୍କୁ କହିଦେଉହୁ ଯେ ରାମ ରାବଣଙ୍କର ବଧ କରିବା ପରେ ଅଯୋଧ୍ୟାକୁ ଫେରିଥିଲେ ଏହାପରେ ଦୀପାବଳି ଆରମ୍ଭ ହୋଇଥିଲା । କିନ୍ତୁ ସେ ଦୀପାବଳି ପାଳନ କରିନଥିଲେ ।

· ଯଦି ୨ ଏକ କମ୍ପାନୀ ଅଟେ ଏବଂ ୩ ଭିଡ ତେବେ ୪ ଏବଂ ୫ କଣ ହେବ ?

ଉତ୍ତର - ୪ ଏବଂ ୫ ସର୍ବଦା ୯ ହେବେ ।

· ତାହ କେଉଁ ଜିନିଷ ଅଟେ ଯାହାକୁ ଆପଣ ବ୍ରେକଫସ୍ଟରେ ଖାଇ ପାରିବେ ନାହିଁ ?

ଉତ୍ତର - ରାତିର ଖାଇବା ମାନେ Dinner

· କଣ ଆପଣ ନାଁ ନ ନେଇ ଯେମିତିକି ବୁଧୁବାର, ଗୁରୁବାର ଏବଂ ଶୁକ୍ରବାର ଲଗାତାର ତିନି ଦିନ କହି ପାରିବେ ?

ଉତ୍ତର - କାଲି, ଆଜି ଏବଂ କାଲି

· ମୟୁର ଗୋଟିଏ ପକ୍ଷୀ ଅଟେ, କିନ୍ତୁ ତାହାର ଅଣ୍ଡା ହୋଇନଥାଏ ତେବେ ମୟୂର ଛୁଆ କେମିତି ଜନ୍ମ ନିଏ ?

ଉତ୍ତର - ମୟୁରୀ ଅଣ୍ଡା ଦେଇଥାଏ ମୟୁର ନୁହେଁ ।

· Twins were born in may but their birthday is in june how is this possible

ଉତ୍ତର - may ଗୋଟିଏ ଜାଗାର ନାମ ଅଟେ ।

· ଗୋଟିଏ ମଣିଷ ୮ ଦିନ ବିନା ଶୋଇ କେମିତି ଜୀବିତ ରହି ପାରିବ ?

ଉତ୍ତର - କାରଣ ସେ ରାତିରେ ଶୋଇବ ।

· ଗୋଟିଏ ଘର ବନାଇବା ପାଇଁ ୮ ଜଣ ଲୋକଙ୍କୁ ୧୦ ଘଣ୍ଟା ଲାଗିଥାଏ ତେବେ ଚାରି ଜଣଙ୍କୁ କେତେ ସମୟ ଲାଗିବ ?

ଉତ୍ତର - କିଛି ସମୟ ଲାଗିବ ନାହିଁ କାରଣ ଘରଟି ତିଆରି ହୋଇଯାଇଛି ।

· ଯଦି ଆପଣ ସମୁଦ୍ରରେ ନୀଳ ରଙ୍ଗର ପଥର ପକାଇବେ ତେବେ କଣ ହେବ ?

ଉତ୍ତର - ପଥରଟି ଓଦା ହେବ ଏବଂ ବୁଡି ଯିବ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: IBN Odisha