Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କରଜରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି ଅଚୁକ ଉପାୟ, ୩ ସପ୍ତାହରେ ହିଁ ଦେଖିବେ ରେଜଲ୍ଟ

କରଜରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି ଅଚୁକ ଉପାୟ, ୩ ସପ୍ତାହରେ ହିଁ ଦେଖିବେ ରେଜଲ୍ଟ

ହି ଦୁନିଆରେ ସମସ୍ତଙ୍କ ସ୍ଵପ୍ନ ଓ ପସନ୍ଦ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ ଓ ସେମାନେ ଏହାକୁ ପୁରା କରିବା ପାଇଁ କଠିନ ପରିଶ୍ରମ ବି କରିଥାନ୍ତି । କିନ୍ତୁ କେତେକ କ୍ଷେତ୍ରରେ ବହୁତ ପରିଶ୍ରମ କରିବା ସତ୍ତ୍ୱେ ବି ବ୍ୟକ୍ତିର ସ୍ଵପ୍ନ ପୁରା ହୋଇ ନ ଥାଏ । କହିବାକୁ ଗଲେ ପ୍ରାୟତଃ ଆପଣ ଦେଖିଥିବେ କି କେତେକ ଲୋକମାନେ ନିଜର ସ୍ଵପ୍ନକୁ ପୁରା କରିବା ପାଇଁ କୌଣସି ବି ସୀମାକୁ ପାର କରି ଦିଅନ୍ତି ।

ଏଥିପାଇଁ ସେ ନିଜର ଘରର ଗହଣା, ଆସବାବପତ୍ର ଓ ଘରକୁ ବି ବନ୍ଧକ ରଖି ଦିଅନ୍ତି ଓ ପରେ ଏମିତି ସ୍ଥିତିରେ ଆସି ଯାଆନ୍ତି କି ସେମାନେ ବହୁତ କରଜରେ ଫସି ଯାଆନ୍ତି ।

କହିବାକୁ ଗଲେ କରଜ ଠାରୁ ବଡ ଦୁଃଖର କଥା ଆଉ କିଛି ବି ନାହିଁ । ଯଦି ଆପଣଙ୍କ ଉପରେ ବି କରଜର ବୋଝ ଅଛି, ଯେଉଁ କାରଣରୁ ଆପଣଙ୍କୁ ଜୀବନରେ କିଛି ସମସ୍ୟାର ସାମ୍ନା କରିବାକୁ ପଡୁଛି ତେବେ ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କିଛି ଏମିତି ଉପାୟ ବିଷୟରେ କହିବାକୁ ଯାଉଛୁ ଯେଉଁ ଉପାୟକୁ କରି ଆପଣ ୨ ରୁ ୧୦ ଦିନ ଭିତରେ ଲାଭ ଦେଖି ପାରିବେ । ଯଦି ଆପଣ ଏହି ୬ ଟି ଉପାୟକୁ କରୁଛନ୍ତି ତେବେ ଆପଣ ନିଶ୍ଚିତ ରୂପରେ କରଜରୁ ମୁକ୍ତି ପାଇ ଯିବେ ।

୧ - ଆପଣଙ୍କୁ କହିଦେଉଛୁ କି ଗାଈମାନଙ୍କ ଶରୀରରେ ସମସ୍ତେ ଦେବୀ ଦେବତା ବାସ କରନ୍ତି । ସେଥିପାଇଁ ଏମାନଙ୍କୁ ଗୋ ମାତା କୁହଯାଏ । ଯଦି ଆପଣ ସବୁଦିନ ନିଜ ଘରେ ତିଆରି ହେଉଥିବା ପ୍ରଥମ ରୁଟିକୁ ଗାଈକୁ ଦେଉଛନ୍ତି ତେବେ କିଛି ହିଁ ଦିନରେ ଆପଣଙ୍କ ଘରର ସମସ୍ତ ସମସ୍ୟା ଦୂର ହୋଇଯିବ ।

୨ - ଯଦି ଆପଣ ପ୍ରତି ମଙ୍ଗଳବାର ଦିନ ମାଙ୍କଡମାନଙ୍କୁ ମିଠା ଓ ଚଣା ଦେଉଛନ୍ତି ତେବେ ଏହା ଦ୍ଵାରା ହନୁମାନ ବହୁତ ପ୍ରସନ୍ନ ହୋଇଥାନ୍ତି ଓ ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ ସମସ୍ୟା ଓ କଷ୍ଟର ନିବାରଣ କରି ଦିଅନ୍ତି ।

୩ - ଯଦି ଆପଣ କୁକୁରକୁ ମିଠା ବିସ୍କୁଟ ଦେଉଛନ୍ତି ତେବେ ଏହା ଦ୍ଵାରା ବି ଆପଣ କରଜରୁ ମୁକ୍ତି ପାଇ ପାରିବେ । ଏହା ସହିତ ଆପଣଙ୍କ ଘରେ କୌଣସି ବି ପ୍ରକାରର ବାଦ ବିବାଦ ହେବ ନାହିଁ ଓ ନକରାତ୍ମକ ଊର୍ଜା ବି ସମାପ୍ତ ହୋଇଯିବ ।

୪ - ସେହିଭଳି ଯଦି ଆପଣ ପିମ୍ପୁଡିମାନଙ୍କୁ କିଛି ଖାଦ୍ୟ ପଦାର୍ଥ ଦେଉଛନ୍ତି ତେବେ ଆପଣ ନିଜ ଜୀବନରେ ବି ଖୁସି ପ୍ରାପ୍ତ କରି ପାରିବେ, ଯାହା ଆପଣଙ୍କୁ ଆବଶ୍ୟକତା ଅଛି । ଯଦି ଆପଣ ଏହି ଉପାୟକୁ କରୁଛନ୍ତି ତେବେ ଆପଣଙ୍କୁ କରଜରୁ ବହୁତ ଜଲ୍ଦି ମୁକ୍ତି ମିଳିଯିବ ।

୫ - ଯଦି ଆପଣ କୌଣସି କଥାକୁ ନେଇ ଭୟ କରୁଛନ୍ତି କିମ୍ବା କୌଣସି କଥାକୁ ନେଇ ଚିନ୍ତିତ ଅଛନ୍ତି ତେବେ ଏହି ସ୍ଥିତିରେ ବେସନ ତିଆରି ୫ ଟି ଲଡୁକୁ ନିଜ ମୁଣ୍ଡ ଉପରେ ସାତ ଥର ବୁଲାଇ କୌଣସି କଳା ଗାଈକୁ ଦେଇ ଦିଅନ୍ତୁ । ଏହିଭଳି କରିବା ଦ୍ଵାରା ଆପଣ କରଜରୁ ମୁକ୍ତି ପାଇବା ସହିତ ଆପଣଙ୍କ ସମସ୍ତ ସମସ୍ୟାର ସମାଧାନ ହୋଇଯିବ ।

୬ - ଆପଣଙ୍କୁ କହିଦେଉଛୁ କି ଯଦି ପକ୍ଷୀମାନଙ୍କୁ ଦାନା ଦେବେ ତେବେ ଆପଣ ନିଜ ଜୀବନରେ ସମସ୍ତ ଖୁସି ପ୍ରାପ୍ତ କରି ପାରିବେ । ଯାହା ବିଷୟରେ ଆପଣ କଳ୍ପନା ବି କରି ପାରିବେ ନାହିଁ । ଆପଣ ପ୍ରତି ମଙ୍ଗଳବାର ଓ ଶନିବାରକୁ ପକ୍ଷୀମାନଙ୍କୁ ଦାନା ଦିଅନ୍ତୁ ଓ ଯଦି ଆପଣ ଏହିଭଳି କରୁଛନ୍ତି ତେବେ ଆପଣ ଶୀଘ୍ର କରଜରୁ ମୁକ୍ତ ହୋଇ ଯିବେ ଓ ଏହାର ପ୍ରଭାବ ଆପଣ କିଛି ଦିନ ଭିତରେ ହିଁ ଦେଖି ପାରିବେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: IBN Odisha