Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଫଟୋରେ ଲୁଚି ଅଛି ଗୋଟିଏ ରହସ୍ୟ ଯାହାକୁ ଖୋଜି ପାରିଲେ ନାହିଁ କେହି, ବୋଧେ ଆପଣ ଦେଖାଇ ପାରନ୍ତି ନିଜର ବୁଦ୍ଧିର କମାଲ

ଫଟୋରେ ଲୁଚି ଅଛି ଗୋଟିଏ ରହସ୍ୟ ଯାହାକୁ ଖୋଜି ପାରିଲେ ନାହିଁ କେହି, ବୋଧେ ଆପଣ ଦେଖାଇ ପାରନ୍ତି ନିଜର ବୁଦ୍ଧିର କମାଲ

ଦୁନିଆରେ ଜ୍ଞାନୀ ମାନଙ୍କର ଅଭାବ ନାହିଁ । ଏଠି ସମସ୍ତେ ନିଜକୁ ଜ୍ଞାନୀ ଏବଂ ବୁଦ୍ଧିମାନ ବୋଲି ଭାବିଥାନ୍ତି । କିନ୍ତୁ ସମସ୍ତଙ୍କ ପାଖରେ ନିଜର ଚେତନା ଥାଏ । କିନ୍ତୁ ଏହା ସତ ଅଟେ କି ସବୁ ବ୍ୟକ୍ତି ସବୁ କାମ କରି ପାରିବେ ନାହିଁ । ସମସ୍ତଙ୍କର ବ୍ରେନ ଏକାଭଳି ହୋଇ ନଥାଏ । ସମସ୍ତେ ସବୁ କାମ କରି ପାରିବେ ନାହିଁ । ଯଦି କରିବେ ତେବେ ସମସ୍ତଙ୍କର କାମ କରିବାର ଉପାୟ ଅଲଗା ଅଲଗା ହୋଇଥାଏ ।

ଭଗବାନ ସମସ୍ତଙ୍କୁ ଏକାଭଳି ଚିନ୍ତା ଶକ୍ତି ବା ବୁଦ୍ଧି ଦେଇଛନ୍ତି । କିନ୍ତୁ କେହି ଏହାକୁ ବହୁତ ବ୍ୟବହାର କରନ୍ତି ଏବଂ କେହି ଏହାକୁ ବିଲକୁଲ ବ୍ୟବହାର କରନ୍ତି ନାହିଁ । ଯେଉଁ ବ୍ୟକ୍ତି ନିଜର ମୁଣ୍ଡକୁ ବା ଚିନ୍ତା କରିବାର ଶକ୍ତିକୁ ବେଶି ବ୍ୟବହାର କରନ୍ତି ସେମାନେ କଠିନ ପ୍ରଶ୍ନର ଉତ୍ତର ଅତି ସହଜରେ ଦେଇଦିଅନ୍ତି । କେତେକ ଲୋକମାନେ ପଜଲର ଉତ୍ତର ଦେବାରେ ଖୁସି ହୁଅନ୍ତି । ଆଜିକାଲି ଏମିତି ହିଁ ଏକ ପ୍ରଶ୍ନ ସୋସିୟାଲ ମିଡିୟାରେ ବହୁତ ଜଲ୍ଦି ଭାଇରାଲ ହେଉଛି । ଆପଣଙ୍କୁ କହିଦେଉଛୁ ଯେ ଏହି ପ୍ରଶ୍ନକୁ ବର୍ତ୍ତମାନ କିଛି ଲୋକମାନେ ହିଁ ଉତ୍ତର ଦେଇ ପାରିଛନ୍ତି ।

କହିବାକୁ ଗଲେ ଏହା ଗୋଟିଏ ଫଟୋ ଅଟେ । ଏବଂ ଏହି ଫୋଟରେ ଗୋଟିଏ କୁକୁର ଲୁଚି ଅଛି, ଯାହାକୁ କେହି ବି ଖୋଜି ପାରୁ ନାହାନ୍ତି । କେତେକ ଲୋକଙ୍କର କେବଳ ଏହି ଫଟୋକୁ ଦେଖି ମୁଣ୍ଡ ବୁଲି ଯାଇଛି । ବୋଧେ ଆପଣ ବି ନିଜର ମୁଣ୍ଡର ବୁଦ୍ଧି ଲଗାଇ ଏହି ଫଟୋରେ ଥିବା କୁକୁରକୁ ଖୋଜି ପାରିବେ । ଆପଣ ଚେଷ୍ଟା କରିବେ ତ ଆପଣଙ୍କୁ କୁକୁର ଦେଖା ଯିବ । ଜଲ୍ଦି ଚେଷ୍ଟା କରନ୍ତୁ ।

ଚାଲନ୍ତୁ ଆପଣ ଯଦି ଏହି ଫଟୋରେ ଲୁଚି ଥିବା କୁକୁରକୁ ଖୋଜି ପାରିଲେ ନାହିଁ ତେବେ କିଛି ଅସୁବିଧା ନାହିଁ ଆମେ କହି ଦେଉଛୁ । ଆପଣ ଫଟୋରେ ଦେଖି ପାରିବେ ଏହା ଏକ ବରଫ ଅଞ୍ଚଳ ଅଟେ । ବରଫ ଅଞ୍ଚଳରେ କୁକୁରମାନେ ଜଙ୍ଗଲରେ ରୁହନ୍ତି । ଆପଣ ଫଟୋରେ ଗୋଟିଏ ଗଛ ଦେଖି ପାରିବେ । ଗଛ ପାଖରେ ଥିବା ପଥର ପଛରେ ଗୋଟିଏ କୁକୁର ବସିଛି । ଯଦି ଆପଣ ଧ୍ୟାନର ସହିତ ଦେଖିବେ ତେବେ କୁକୁରର କାନ ଦେଖା ଯାଉଛି । କଣ ଆପଣଙ୍କ ମୁଣ୍ଡ ବି କାମ କଲା ନାହିଁ ନା?

Dailyhunt
Disclaimer: This content has not been generated, created or edited by Dailyhunt. Publisher: IBN Odisha