Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପିଲାର ଦେଖାଶୁଣା ପାଇଁ ରୁମରେ ଲଗାଇଥିଲେ ସିସିଟିଭି କ୍ୟାମେରା, କିନ୍ତୁ ଯାହା ଦେଖିଲେ ତାହା ଦେଖି ଉଡିଗଲା ହୋଶ, ଦେଖନ୍ତୁ ଭିଡିଓ

ପିଲାର ଦେଖାଶୁଣା ପାଇଁ ରୁମରେ ଲଗାଇଥିଲେ ସିସିଟିଭି କ୍ୟାମେରା, କିନ୍ତୁ ଯାହା ଦେଖିଲେ ତାହା ଦେଖି ଉଡିଗଲା ହୋଶ, ଦେଖନ୍ତୁ ଭିଡିଓ

ଜିକାଲି ସମୟରେ ଲୋକମାନେ ନିଜର ବଢୁଥିବା ଦରକାରୀ ଜିନିଷ ଏବଂ ଏକ ଭଲ ଲାଇଫ ଷ୍ଟାଇଲ ପାଇଁ ଉଭୟ ସ୍ଵାମୀ ଏବଂ ସ୍ତ୍ରୀ ଦୁଇଜଣ ହିଁ ଚାକିରି କରୁଛନ୍ତି । କିନ୍ତୁ ସବୁଠୁ ବଡ ସମସ୍ୟା ସେତେବେଳେ ଆସେ ଯେତେବେଳେ ସେମାନେ ବାପା - ମା ହୁଅନ୍ତି । ସେତେବେଳେ ତାଙ୍କୁ ନିଜର ଚାକିରି ସହିତ ନିଜର ପିଲାର ବି ଧ୍ୟାନ ରଖିବାକୁ ପଡିଥାଏ ।

ସେଥିପାଇଁ ସେମାନେ ଘରେ ମେଡ ରଖନ୍ତି, ଯିଏକି ପିଲାର ଧ୍ୟାନ ରଖିଥାନ୍ତି ।

ଏହା ସହିତ ଘରେ ସିସିଟିଭି କ୍ୟାମେରା ବି ଲଗାଇ ଥାନ୍ତି । ଯେଉଁଥିରେ ସେ ଅଫିସରେ ରହିବି ନିଜ ପିଲା ଉପରେ ନଜର ରଖି ପାରିବେ ।

ଯେବେଠୁ ସିସିଟିଭି କ୍ୟାମେରା ଲାଗିଛି ସେବେଠୁ ବହୁତ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳୁଛି । ଆଜି ଆମେ ଆପଣମାନଙ୍କୁ ଏକ ଏମିତି ହିଁ ଘଟଣା ବିଷୟରେ କହିବାକୁ ଯାଉଛୁ ଯିଏକି ପିଲାର ମାକୁ ଡରାଇ ଦେଇଛି ।

ଏହି ପୁରା ମାମଲା ବ୍ରିଟେନର ଅଟେ । ଯେଉଁଠି ଜଣେ ମହିଳା ନିଜର ନବଜାତ ଶିଶୁର ଦେଖାଶୁଣା ପାଇଁ ରୁମରେ ସିସିଟିଭି କ୍ୟାମେରା ଲଗାଇ ଥିଲେ । ପିଲାକୁ ତାହାର ରୁମରେ ଶୁଆଇବା ପରେ ସେ ନିଜର ମୋବାଇଲରେ ଦେଖୁଥିଲେ କି ତାଙ୍କର ପିଲା ଠିକ ସେ ଶୋଇଛି ନା ନାହିଁ । ପିଲା ସହିତ ମହିଳାର ଜଣେ ବନ୍ଧୁ ବି ଥିଲେ ।

ସେହି ସମୟରେ ତାଙ୍କୁ ମୋବାଇଲରେ କିଛି ଏମିତି ନଜର ଆସିଗଲା କି ଯାହା ତାଙ୍କର ହୋଶ ଉଡାଇ ଦେଲା । ସେ ସବୁକିଛି ଛାଡି ପିଲାର ରୁମ ଆଡକୁ ଦୌଡିବାକୁ ଲାଗିଲେ ।

ଯେତେବଳେ ସେହି ମହିଳା ଜଣକ ମୋବାଇଲରେ ନିଜର ପିଲାକୁ ଦେଖୁଥିଲେ ସେତେବେଳେ ତାଙ୍କୁ ସେଠି କୌଣସି ଜିନିଷ ଦେଖିବାକୁ ମିଳିଲା । ଯାହାକି ଗୋଟିଏ ମୁହୂର୍ତରେ ଗାୟବ ହୋଇଗଲା । ତାଙ୍କୁ ଲାଗିଲା କି ଆଉ କେହି ସେହି ରୁମରେ ଅଛନ୍ତି । ସେ ଦଉଡି ଯାଇ ରୁମର ଚାରିଆଡେ ଦେଖିଲେ କିନ୍ତୁ ତାଙ୍କୁ ଏହିଭଳି କିଛି ମିଳିଲା ନାହିଁ । ମହିଳା ପୁରାପୁରୀ ଡରି ଯାଇଥିଲେ, ଯାହା ପରେ ସେ ପୁଲିସକୁ ଡାକିଲେ । ପୁଲିସ ପୁରା ଘରକୁ ଦେଖିଲେ କିନ୍ତୁ ଘରେ କେହି ବି ନଥିଲେ । ଦେଖନ୍ତୁ ଭିଡିଓ -

ଏହି ଭିଡିଓ ସୋସିୟାଲ ମିଡିୟାରେ ବହୁତ ଭାଇରାଲ ହୋଇଥିଲା । କହି ଦେଉଛୁ ଯେ ସେହି ମହିଳା ଜଣକ ପାରାନର୍ମଲ ଏକ୍ସପର୍ଟଙ୍କର ବି ରାୟ ନେଲେ ଏବଂ ତାଙ୍କୁ ବି ଏହି ଭିଡିଓ ଦେଖାଇଲେ । ଯାହା ପରେ ତାଙ୍କର କହିବା ଅଟେ କି ଏହା ସତ ଅଟେ କି ସେହି ସମୟରେ କେହି ନେଗେଟିଭ ଏନର୍ଜୀ ସେଠି ଥିଲା । ଯିଏକି ଏହି ଭିଡିୟରେ କଏଦ ହୋଇ ଯାଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: IBN Odisha