Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସହିଦ ଯବାନଙ୍କର ପରିବାର ପାଇଁ ସାଉଥର ଅଭିନେତାମାନେ ବି କରିଲେ ଦାନ, ଦେଖନ୍ତୁ କିଏ କେତେ ଦାନ କରିଛନ୍ତି

ସହିଦ ଯବାନଙ୍କର ପରିବାର ପାଇଁ ସାଉଥର ଅଭିନେତାମାନେ ବି କରିଲେ ଦାନ, ଦେଖନ୍ତୁ କିଏ କେତେ ଦାନ କରିଛନ୍ତି

ପଣ ସମସ୍ତଙ୍କୁ ଆମର ଏହି ନିୟୁଜ ୱେବସାଇଟକୁ ସ୍ଵାଗତ । ପୁଲୱାମା ଆକ୍ରମଣରେ ଦେଶର ୪୦ ଜଣ ଯବାନ ସହିଦ ହୋଇ ଯାଇଛନ୍ତି । ବର୍ତ୍ତମାନ ସମସ୍ତେ ସହିଦ ପରିବାରଙ୍କୁ ସାହାର୍ଯ୍ୟ କରିବା ଆଗକୁ ଆସୁଛନ୍ତି । ଏବଂ ଆମେ ଆପଣଙ୍କୁ କହି ଦେଉଛୁ ଯେ ଏଥିରେ କେତେକ ସାଧାରଣ ଲୋକମାନଙ୍କ ସହ ବଲୀଉଡର ଷ୍ଟାରମାନେ ବି ସାହାର୍ଯ୍ୟ କରୁଛନ୍ତି ।

ଏହା ସହିତ ଏହି ସହିଦ ପରିବାରଙ୍କର ସାହାର୍ଯ୍ୟ ପାଇଁ ସାଉଥର ଷ୍ଟାରମାନେ ବି ଆଗକୁ ଆସି ସାହାର୍ଯ୍ୟ କରୁଛନ୍ତି । ତେବେ ଚାଲନ୍ତୁ ଜାଣିବା ଏହି ସୁପର ଷ୍ଟାରମାନଙ୍କ ବିଷୟରେ ।

ଅଲ୍ଲୁ ଅର୍ଜୁନଙ୍କୁ ସମସ୍ତେ ଜାଣିଛନ୍ତି । ସେ ସାଉଥର ସବୁଠୁ ବଡ ସୁପରଷ୍ଟାର ମଧ୍ୟରୁ ଜଣେ ଅଟନ୍ତି । ସେ ସମସ୍ତଙ୍କ ହୃଦୟରେ ରାଜ କରନ୍ତି । ସେ ସହିଦଙ୍କ ପରିବାରମାନଙ୍କ ପାଇଁ ୩୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ସେ ପୁଲୱାମା ଆକ୍ରମଣରେ ସହିଦଙ୍କ ପାଇଁ ବହୁତ ଦୁଖୀ ଅଛନ୍ତି ଏବଂ ତାଙ୍କର ପରିଜନ ମାନଙ୍କ ପାଇଁ ମଧ୍ୟ ଦୁଖ ପ୍ରକଟ କରିଛନ୍ତି ।

ରାମ ଚରଣ ସହିଦଙ୍କର ପରିବାର ପାଇଁ ୨୫ ଲକ୍ଷ ଟଙ୍କା ଦାନ କରିଛନ୍ତି । ତାଙ୍କୁ ସାଉଥର ସବୁଠୁ ବଡ ସୁପରଷ୍ଟାର ବୋଲି କୁହାଯାଏ । ତାଙ୍କର ବହୁତ ଫିଲ୍ମ ହିଟ ରହିଛି । ତାଙ୍କୁ ଲୋକମାନେ ବହୁତ ପସନ୍ଦ ବି କରନ୍ତି । ସେ ବି ପୁଲୱାମା ଆକ୍ରମଣରେ ବହୁତ ଦୁଖିତ ଅଛନ୍ତି । ଏବଂ ପାକିସ୍ତାନ ବିରୁଦ୍ଧରେ କହୁଛନ୍ତି କି ପ୍ରତିଶୋଧ ନିଶ୍ଚିତ ନିଆଯିବ ।

ପ୍ରଭାସ ୪୦ ଲକ୍ଷ ଟଙ୍କା ଦେଇଛନ୍ତି ସହିଦ ପରିବାରଙ୍କର ପରିଜନଙ୍କ ପାଇଁ । ପୁଲୱାମା ଆକ୍ରମଣରେ ସେ ବହୁତ ଦୁଖିତ ଅଛନ୍ତି ଏବଂ କହିଲେ କି ମୁଁ ବହୁତ ଦୁଖୀ ଅଛି ଏବଂ ଯାହା ହେଲା ତାହା ଠିକ ହେଲା ନାହିଁ । ପାକିସ୍ତାନକୁ ତାହାର ଏହି କାମ ପାଇଁ ତାକୁ ଦଣ୍ଡ ନିଶ୍ଚିତ ମିଳିବା ଦରକାର ଏବଂ ଏହାର ପ୍ରତିଶୋଧ ଭାରତ ନିଶ୍ଚିତ ନେବ ।

ଆମେ ଆପଣଙ୍କୁ କହି ଦେଉଛୁ ଯେ ରାଜନୀକାନ୍ତକୁ ସାଉଥର ଭଗବାନ ବୋଲି କୁହାଯାଏ । ସମସ୍ତେ ଏମାନଙ୍କୁ ଗୁରୁ ମାନନ୍ତି ଏବଂ ସେ ପୁଲୱାମା ଆକ୍ରମଣରେ ନିଜର ଦୁଖ ପ୍ରକଟ କରିଛନ୍ତି ଏବଂ ସହିଦଙ୍କର ପରିବାରଙ୍କ ପାଇଁ ସେ ୮୦ ଲକ୍ଷ ଟଙ୍କା ଦାନ ଦେଇଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: IBN Odisha