ନୂଆଦିଲ୍ଲୀ : ଆଇପିଏଲ୍ ମ୍ୟାଚ୍ ଦେଖିବାକୁ ନେଇ ମହାଭାରତ । ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଯୁଦ୍ଧ । ତେବେ ସୂଚନା ମୂତାବକ ଦୁଇ ବର୍ଷ ପୂର୍ବରୁ ଆଗ୍ରାର ଏତ୍ତମାଝୋଲାରେ ରହୁଥିବା ଜଣେ ଯୁବତୀଙ୍କର ସାଦାବାଦରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସହ ବାହାଘର ହୋଇଥିଲା । ସେମାନଙ୍କର ଏକ ସନ୍ତାନ ମଧ୍ୟ ରହିଛି । ପରିବାର ସୁଖଶାନ୍ତିରେ ଚଳିଆସୁଥିଲା ।

