ଓଡ଼ିଆ
ଅନ୍ତର୍ଜାତୀୟ ଫୁଟବଲ ଖେଳାଳି କୃଷ୍ଣଚନ୍ଦ୍ର ରାଉତରାୟଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ସେ ଟ୍ବିଟ କରି କହିଛନ୍ତି ଯେ -ଓଡ଼ିଶାର ଅନ୍ତର୍ଜାତୀୟ ଫୁଟବଲ ଖେଳାଳି କୃଷ୍ଣଚନ୍ଦ୍ର ରାଉତରାୟଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। କ୍ରୀଡ଼ା ଜଗତରେ ସେ ଛାଡ଼ି ଯାଇଥିବା ଛାପ ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।
Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Indo Kaling Times