Friday, 07 May, 6.09 pm Indo Kaling Times

ଓଡ଼ିଆ
ଗୁଜରାତରେ ଗତ ୨୪ ଘଂଟାରେ ୧୨,୫୪୫ କରୋନାର ନୂଆ ମାମଲା

ଗାନ୍ଧୀନଗର , ଗୁଜରାତରେ ଗତ ୨୪ ଘଂଟାରେ ୧୨,୫୪୫ ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧,୪୭,୫୨୫ ହୋଇଛି । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ବଢି ୮,୦୩୫ ହୋଇଛି ।

କର୍ଣାଟକରେ ଗତ ୨୪ ଘଂଟାରେ ୪୯,୦୫୮ କରୋନାର ନୂଆ ମାମଲା

ବେଙ୍ଗାଲୁରୁ , କର୍ଣାଟକରେ ଗତ ୨୪ ଘଂଟାରେ ୪୯,୦୫୮ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୩୨୮ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୫୧୭୦୭୫ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୧୭୨୧୨ଜଣଙ୍କର ମୃତ୍ୟୁ ଘଟିଛି ।

40183

SHARES

Share on Facebook Tweet Follow us Share Share Share Share Share

40183

SHARES

Share on Facebook Tweet Follow us Share Share Share Share Share Share on Facebook Tweet Follow us Share Share Share Share Share

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Indo Kaling Times
Top