Dailyhunt
୮୧ ବର୍ଷ ପରେ ହେଲା ଗ୍ରହମାନଙ୍କ ମଧ୍ୟରେ ବଡ ପରିବର୍ତ୍ତନ, ଏଇ ସୋମବାର ଠାରୁ ଖୋଲିଯିବ ଏହି 6ଟି ରାଶିର ଭାଗ୍ୟ

୮୧ ବର୍ଷ ପରେ ହେଲା ଗ୍ରହମାନଙ୍କ ମଧ୍ୟରେ ବଡ ପରିବର୍ତ୍ତନ, ଏଇ ସୋମବାର ଠାରୁ ଖୋଲିଯିବ ଏହି 6ଟି ରାଶିର ଭାଗ୍ୟ

Kalinga News 1 week ago

ଗବାନ ଶିବଙ୍କୁ ବ୍ରହ୍ମାଣ୍ଡର ଉତ୍ପତ୍ତି, ସ୍ଥିତି ଓ ବିନାଶର ସ୍ୱାମୀ କୁହାଯାଏ । ଏହା ସହିତ କୁହାଯାଏ କି ସୋମବାର ଦିନ ଯଦି ଭଗବାନ ଶିବଙ୍କୁ ହୃଦୟର ସହିତ ପୂଜା କରାଯାଏ, ତେବେ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଯିବ । ଶିବ ସବୁବେଳେ ଭକ୍ତମାନଙ୍କୁ ଆଶୀର୍ବାଦ ଦିଅନ୍ତି । ଏହା ସହିତ ଆମର ଜ୍ୟୋତିଷ ଶାସ୍ତ୍ରର ବି ବହୁତ ଅହତ୍ଵ ଅଛି ।

୧୨ଟି ରାଶି ନିଶ୍ଚିତ ରୂପରେ ଦୁନିଆର ଜନ୍ମ ନେଉଥିବା ସମସ୍ତ ବ୍ୟକ୍ତି ସହ ଯୋଡି ଅଛି ।

ଏହି ରାଶି ହିଁ ବ୍ୟକ୍ତିର ବ୍ୟବହାର, ଭବିଷ୍ୟ ଓ ବ୍ୟକ୍ତିତ୍ବକୁ ଦର୍ଶାଇ ଥାଏ । ଗ୍ରହମାନଙ୍କ ଉଚିତ ସ୍ଥିତି ଜୀବନରେ ଶୁଭ ପରିଣାମ ଦେଇଥାଏ । କିନ୍ତୁ ଗ୍ରହର ଅଶୁଭ ପରିଣାମ ଜୀବନରେ କଷ୍ଟକୁ ନିମନ୍ତ୍ରଣ ଦେଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ସବୁଦିନ ଗ୍ରହମାନଙ୍କ ଗତିବିଧିକୁ ଦେଖି ବିଭିନ୍ନ ପ୍ରକାରର ଭବିଷ୍ୟବାଣୀ କରାଯାଏ । ଏମିତିରେ ମହଦେବଙ୍କ ବିଶେଷ ଆଶୀର୍ବାଦ ବର୍ଷା ହେବାର ଅଛି ଓ ଏହି ରାଶିମାନଙ୍କ ଭଲ ସମୟ ଆରମ୍ଭ ହେବାକୁ ଯାଉଛି ।

ମେଷ ରାଶି

ସୋମବାର ଠାରୁ ଆଜି ପର୍ଯ୍ୟନ୍ତ ଏହି ଶୁଭ ସଂଯୋଗ କାରଣରୁ କେହି ବି ଆପଣଙ୍କୁ ଆପଣଙ୍କ ଜୀବନରେ ସଫଳ ହେବାକୁ ଅଟକାଇ ପାରିବ ନାହିଁ । ଆର୍ଥିକ ସ୍ଥିତି ମଜବୁତ ହେବ । ପରିବାରରେ ଖୁସିର ପରିବେଶ ରହିବ । ଆପଣଙ୍କ ସ୍ଵପ୍ନ ପୁରା ହୋଇପାରେ । ଆପଣ ସେହି ସମସ୍ୟାରୁ ମୁକ୍ତି ପାଇଯିବେ ଯାହାକୁ ବହୁତ ସମୟ ହେବ ଭୋଗ କରୁଛନ୍ତି । ଆପଣଙ୍କୁ ନୂତନ ଅବସର ମିଳିବ । ଆପଣଙ୍କ ପଦୋନ୍ନତି ବି ହୋଇପାରେ ।

ମିଥୁନ ରାଶି

ଆପଣଙ୍କୁ ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ଭଲ ପରିଣାମ ମିଳିବ । ଆପଣଙ୍କ ସମସ୍ତ ଇଚ୍ଛା ପୁରା ହେବ । ଆପଣଙ୍କ ଜୀବନ ଆନନ୍ଦଦାୟକ ରହିବ । ଆପଣଙ୍କ ଭାଗ୍ୟରେ ଶୁଭ ପରିଣାମ ଲେଖା ହୋଇଛି । ଆପଣ ସବୁଥିରେ ସଫଳ ହେବେ । ଆପଣଙ୍କ ସ୍ଥିତି ଭଲ ଅଛି । ଆପଣଙ୍କ ଦିନ ଖୁସିରେ କଟିବ । ମାତା ପିତାଙ୍କ ସହ ପୁରା ପରିବାରର ସମର୍ଥନ ମିଳିବ ।

ବିଚ୍ଛା ରାଶି

ଯେଉଁ ଲୋକମାନେ ଏହି ରାଶିର ଅଟନ୍ତି ତାଙ୍କୁ ସବୁଠୁ ବଡ ଧନ ଲାଭ ମିଳିବାର ଅଛି । ବ୍ୟାପାରୀମାନଙ୍କୁ ବ୍ୟାପାରରେ ଭଲ ଲାଭ ମିଳିବାର ସମ୍ଭାବନା ଅଛି । ଆପଣଙ୍କ କଲାତ୍ମକ ଓ ରଚନାତ୍ମକ ଶକ୍ତି ଅଚାନକ ବୁଦ୍ଧି ପାଇଯିବ । ଯାହା ଆପଣଙ୍କୁ ବହୁତ ସମୟ ପର୍ଯ୍ୟନ୍ତ ଲାଭାନ୍ଵିତ କରିବ ।

କୁମ୍ଭ ରାଶି

ମହାଦେବଙ୍କ କୃପାରେ କୁମ୍ଭ ରାଶି ଉପରେ ଅଧିକ ରହିଛି । ଯାହା ଆପଣଙ୍କ ପାଇଁ ସବୁଠୁ ମହତ୍ଵ ପୂର୍ଣ କଥା ଅଟେ । ଆପଣ ପରିବାର ଠାରୁ କୌଣସି ବିଶେଷ ସମାଚାର ପ୍ରାପ୍ତ କରି ପାରନ୍ତି । ଆପଣଙ୍କ ସମୟ ଭଲ ଚାଲିବ । ଘର ପରିବାରର ଏକ ସୁଖଦ ବାତାବରଣ ରହିବ । ରୋଜଗାରର ଅବସର ଉପଲବ୍ଧ ହେବ ଓ ଆର୍ଥିକ ଲାଭ ପ୍ରାପ୍ତ କରିବା ପାଇଁ ବି ଭଲ ଯୋଗ ଅଛି ।

ମକର ରାଶି

ମକର ରାଶିଙ୍କ ଉପର ସୋମବାର ଠାରୁ ମହଦେବଙ୍କ ଜବରଦସ୍ତ ଦ୍ରୁଷ୍ଟି ରହିବ । ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେବ । ଯାହା ଆପଣଙ୍କ ପ୍ରଗତିର ରାସ୍ତା ଖୋଲି ଦେବ । ଧନର ସ୍ରୋତ ବଢିବ । ଆପଣଙ୍କ ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି । ଯଦି ଆପଣ କୌଣସି ଯୋଜନା କରୁଛନ୍ତି ତେବେ ତାହା ଉପରେ କାମ କରିବା ଆରମ୍ଭ କରି ଦିଅନ୍ତୁ ।

ମୀନ ରାଶି

ସୋମବାରକୁ ମୀନ ରାଶିର ଲୋକମାନଙ୍କୁ ମହାଦେବଙ୍କ ବିଶେଷ କୃପା ମିଳିବ । ଭଲ ଖବର ପ୍ରାପ୍ତ କରିବେ । ପାରିବାରିକ ଖୁସି ମିଳିବ । ଆପଣ କାର୍ଯ୍ୟ କ୍ଷେତ୍ରରେ ଭଲ ନିଷ୍ପତି ନେବା ଦ୍ଵାରା ସଫଳ ହେବେ ଓ ଆପଣଙ୍କୁ କାମରେ ବି ସଫଳ ମିଳିବ । ଲାଭ ଶତ ପ୍ରତିଶତ ଅଧିକ ହେବ । ଏହି ସମୟ ଆପଣଙ୍କ ପାଇଁ ବହୁତ ଖାସ ଅଟେ । ଛାତ୍ରମାନେ ନିଶ୍ଚିତ ରୂପରେ ସଫଳ ହେବେ ।

Kalinga News

Dailyhunt
Disclaimer: This content has not been generated, created or edited by Dailyhunt. Publisher: Kalinga News