Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୯୫% ଲୋକ ଖାଦ୍ୟ ଖାଇବା ସମୟରେ କରନ୍ତି ଏହି ଭୁଲ୍

୯୫% ଲୋକ ଖାଦ୍ୟ ଖାଇବା ସମୟରେ କରନ୍ତି ଏହି ଭୁଲ୍

Kalinga News 2 weeks ago

ଯେଉଁମାନେ ସବୁବେଳେ ଖାଦ୍ୟ ଖାଇବା ସମୟରେ କରିଥାନ୍ତି, ଯାହା ଦ୍ବାରା ତାଙ୍କର ପାଚନ ତନ୍ତ୍ର ଭଲ ଭାବେ କାମ କରିପାରେ ନାହିଁ ତେବେ ଆସନ୍ତୁ ଜାଣିବା ସେମାନଙ୍କର ପ୍ରଥମ ଭୁଲ।

ଖାଇବା ସମୟରେ ପାଣି ପିଇବା

ଯଦି ଆପଣ ଖାଦ୍ୟ ଖାଉଥିବା ସମୟରେ କିମ୍ବା ଖାଦ୍ୟ ଖାଇବା ମଝିରେ ପାଣି ପିଉଥାନ୍ତି ତେବେ ଏହି ଅଭ୍ୟାସ ଯେତେ ସମ୍ଭବ ବଦଳାନ୍ତୁ ନଚେତ ଏହି ଅଭ୍ୟାସ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ବୋଲି ରିସର୍ଚ୍ଚରେ କୁହାଯାଇଛି।

ଖାଦ୍ୟ ଖାଇବା ମଝିରେ ପାଣି ପିଇବା ଦ୍ବାରା ଶରୀରରେ ଇନସୁଲିନର ମାତ୍ରା ବଢ଼ିଯାଇଥାଏ ଯାହା ଆମ ପାଚନ ତନ୍ତ୍ରକୁ ମଧ୍ୟ ପ୍ରଭାବିତ କରାଇଥାଏ। କେବଳ ଏତିକି ନୁହେଁ ଏହା ଦ୍ବାରା ରକ୍ତରେ ଗ୍ଲୁକୋଜର ମାତ୍ରା ବଢ଼ିବାରେ ମଧ୍ୟ ଆଶଙ୍କା ଥାଏ। ଖାଦ୍ୟ ଖାଉଥିବା ସମୟରେ ପାଣି ପିଇବା ଦ୍ବାରା ଖାଦ୍ୟର ପାଚନ କ୍ରୀୟା ଧୀର ହୋଇଯାଏ। ଖାଦ୍ୟ ପେଟରେ ଅଧିକ ସମୟ ପର‌୍ୟ୍ୟନ୍ତ ରହିବା କାରଣରୁ ଏସିଡିଟି ମଧ୍ୟ ହେବାକୁ ଲାଗିଥାଏ ଯାହା ପେଟରେ ଜଳିଲା ଭଳି ଲାଗିଥାଏ।

ଦ୍ବିତୀୟ ଭୁଲ - ଖାଦ୍ୟ ଖାଇବାର ତୁରନ୍ତ ପାଣି ପିଇବା

ଆୟୁର୍ବେଦରେ କୁହାଯାଇଛି, 'ଭୋଜନାସ୍ତେ ବିଷଂ ବାରୀ' ଏହାର ଅର୍ଥ ହେଉଛି ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଇବା ବିଷ ସହିତ ସମାନ ହୋଇଥାଏ। ଖାଦ୍ୟରେ ମହତ୍ତ୍ବ ନଥାଏ, ପଚିପାରେ ମହତ୍ତ୍ବ ଥାଏ। କାରଣ ଖାଦ୍ୟ ହଜମ ହେଲେ ହିଁ ତାହା ରସ ହେବ ଏବଂ ତାହା ଆପଣଙ୍କ ଶରୀର ପାଇଁ, ଜୀବନ ବଞ୍ଚାଇବାରେ କାମରେ ଆସିବ।

ଏହା ସହ ପଢ଼ନ୍ତୁ :

ଯେତେବେଳେ ଆମେ ଖାଦ୍ୟ ଗ୍ରହଣ କରନ୍ତି ତେବେ ଆମର ଅମାଶୟରେ ଗୋଟେ ଅଗ୍ନି ଜଳିଥାଏ ଯାହା ଆମ ଭୋଜନୁ ହଜମ କରାଇଥାଏ କିନ୍ତୁ ଯେତେବେଳେ ଆମେ ଖାଦ୍ୟ ଖାଇବା ପରେ ପାଣି ପିଅନ୍ତି ତେବେ ସେହି ଅଗ୍ନି ଯାହାକୁ ଜଠରାଗ୍ନି କୁହାଯାଏ, ତାହା ଲିଭି ଯାଇଥାଏ ଯେଉଁ କାରଣରୁ ଖାଦ୍ୟ ହଜମ ହୋଇନଥାଏ ଏବଂ ପଚିଯାଏ। ଯଦି ଖାଦ୍ୟ ପଚିବା ଆରମ୍ଭ ହୋଇଯାଏ ତେବେ ସର୍ବପ୍ରଥମେ ଗ୍ୟାସର ସମସ୍ୟା ଦେଖାଯିବ ଯାହା ଦ୍ବାରା ଅନେକ ପ୍ରକାର ରୋଗ ହୋଇଥାଏ।

ଆପଣ ଆଜି ଠାରୁ ହିଁ ଖାଦ୍ୟ ଖାଇବା ସମୟରେ କିମ୍ବା ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଇବାର ଅଭ୍ୟାସ ଛାଡି ଦିଅନ୍ତୁ ଯାହା ଆପଣଙ୍କ ଶରୀର ଅନେକ ପ୍ରକାରର ରୋଗ ଠାରୁ ଦୂରେଇ ରହିପାରିବ। ପାଣି କେବଳ ସେତେବେଳେ ପିଅନ୍ତୁ ଯେତେବେଳେ ନିହାତି ଜରୁରୀ ଥିବ ନଚେତ ଖାଦ୍ୟ ଖାଇା ସମୟରେ ପାଣି ପିଅନ୍ତୁ ନାହିଁ।

Kalinga News

Dailyhunt
Disclaimer: This content has not been generated, created or edited by Dailyhunt. Publisher: Kalinga News