Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୯୯ ପ୍ରତିଶତ ଲୋକମାନେ ଜାଣି ନାହାନ୍ତି କି ଗୁଡକୁ ଇଂଗ୍ଲିଶରେ କଣ କୁହନ୍ତି

୯୯ ପ୍ରତିଶତ ଲୋକମାନେ ଜାଣି ନାହାନ୍ତି କି ଗୁଡକୁ ଇଂଗ୍ଲିଶରେ କଣ କୁହନ୍ତି

Kalinga News 1 week ago

ଗୁଡ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ପ୍ରାୟତଃ ଲୋକମାନଙ୍କୁ ଗୁଡ ବହୁତ ପସନ୍ଦ ବି ହୋଇଥାଏ କାରଣ ଗୁଡ ବହୁତ ହିଁ ମିଠା ଓ ସ୍ଵାଦିଷ୍ଟ ହୋଇଥାଏ । ଆଖୁ କିମ୍ବା ତାର ରସକୁ ଗରମ କରି ପୁଣି ତାହାକୁ ଶୁଖାଇ ଗୁଡ ତିଆରି କରାଯାଏ । ଯଦି ଗୁଡର ରଙ୍ଗ ବିଷୟରେ କଥାବାର୍ତ୍ତା କରିବା ତେବେ ଏହାର ରଙ୍ଗ ଅଳ୍ପ ହଳଦିଆ ଠାରୁ ନେଇ ଗଭୀର ମାଠିଆ ରଙ୍ଗ ହୋଇଯାଏ ।

ଆପଣଙ୍କୁ କେତେ ଥର ଏହା କଳା ରଙ୍ଗର ବି ଦେଖାଯାଏ ।

କିନ୍ତୁ ଏହା ଅସଲରେ ଗଭୀର ମାଟିଆ ରଙ୍ଗ ହୋଇଥାଏ । ଗୁଡ ମିଠା ହୋଇଥାଏ ଯାହା ଆପଣଙ୍କୁ ଜଣା ଅଛି । ଏହା ପ୍ରକୃତିରୁ ମିଳୁଥିବା ଅନ୍ୟ ଜିନିଷ ଠାରୁ ବି ଅଧିକ ମିଠା ହୋଇଥାଏ । ଏହାର ମିଠାସକୁ ଅନ୍ୟ ଜିନିଷ ସହିତ ବି ତୁଳନା କରାଯାଏ । ଗୁଡର ଉପଯୋଗ ତ ବହୁତ କରାଯାଏ । କିନ୍ତୁ ମୂଳତଃ ଏହାର ଉପଯୋଗ ଦକ୍ଷିଣ ଏସିଆରେ ସବୁଠୁ ଅଧିକ କରାଯାଇଥାଏ ।

ଭାରତର ସବୁ ସ୍ଥାନରେ ଗ୍ରାମରେ ଗୁଡର ଉପଯୋଗ କରାଯାଏ । ସହର ଓ ଗ୍ରାମରେ ଗୁଡର ଉପଯୋଗ ଚିନି ରୂପରେ କରାଯାଇଥାଏ । ଗୁଡ ଭିତର ଲୋହତ୍ୱ ଅଧିକ ମାତ୍ରାରେ ହୋଇଥାଏ ଓ ରକ୍ତାହୀନତା (ଏନୀମିୟା) ଦ୍ଵାରା ପୀଡିତ ମଣିଷକୁ ଚିନୀ ସେବନ କରିବା ପରିବର୍ତ୍ତେ ଗୁଡ ଖାଇବା ପାଇଁ କୁହାଯାଏ । ଗୁଡ ଭିତରେ ଗ୍ଲୂକୋଜ, ଫ୍ରକ୍ଟୋଜ, ଖଣିଜ (ଚୂନା, ପୋଟାଶ, ଫସ୍ଫରସ ଇତ୍ୟାଦି) ଥାଏ ଓ ଏହା ସହିତ ଏଥିରେ ପାଣିର କିଛି ମାତ୍ରା ବି ଥାଏ । ଯାହା ମୌସମ ଅନୁସାରେ ଅଳ୍ପ ଓ ଅଧିକ ହୋଇଥାଏ ।

ଗୁଡକୁ କଣ କୁହନ୍ତି ଇଂଗ୍ଲିଶରେ

 ସବୁକିଛି ଜାଣିଲେ କିନ୍ତୁ କଣ ଆପଣ ଗୁଡ ବିଷୟରେ ଜାଣିଛନ୍ତି କି ଗୁଡକୁ ଇଂଗ୍ଲିଶରେ କଣ କୁହନ୍ତି । ଚାଲନ୍ତୁ ଆଜି ଆମେ ଆପଣଙ୍କୁ ଏହାର ଜବାବ ଦେଇ ଦେଉଛୁ । ଗୁଡକୁ ଇଂଗ୍ଲିଶ ଭାଷାରେ Jaggery କୁହନ୍ତି ।

Kalinga News

Dailyhunt
Disclaimer: This content has not been generated, created or edited by Dailyhunt. Publisher: Kalinga News