Dailyhunt
ଚୁପଚାପ ଘରେ ଏହି ଜାଗାରେ ଲୁଚାଇ ଦିଅନ୍ତୁ ଏକ ଲବଙ୍ଗ, ପୁଣି ଦେଖନ୍ତୁ ଚମତ୍କାର, ବର୍ଷିବ ମା' ଲକ୍ଷ୍ମୀଙ୍କ କୃପା

ଚୁପଚାପ ଘରେ ଏହି ଜାଗାରେ ଲୁଚାଇ ଦିଅନ୍ତୁ ଏକ ଲବଙ୍ଗ, ପୁଣି ଦେଖନ୍ତୁ ଚମତ୍କାର, ବର୍ଷିବ ମା' ଲକ୍ଷ୍ମୀଙ୍କ କୃପା

Kalinga News 2 weeks ago

ଦୁନିଆରେ ତ ସମସ୍ତେ ଟଙ୍କା କମାଇବାକୁ ଚାହାଁନ୍ତି କିନ୍ତୁ କିଛି ଲୋକ ଏମିତି ଅଛନ୍ତି ଯିଏ ଚାହାଁନ୍ତି କି ବିନା ପରିଶ୍ରମ କରି ତାଙ୍କୁ ବହୁତ ସାରା ଟଙ୍କା ମିଳିଯାଉ । କିନ୍ତୁ ଏହା ତ ସମ୍ଭବ ହୋଇ ନଥାଏ । କାରଣ ଆପଣ କର୍ମ କରିଲେ ହିଁ ଆପଣଙ୍କୁ ଫଳ ମିଳିବ । କିନ୍ତୁ ଏମିତି ଦେଖାଯାଏ କି କିଛି ଲୋକ ବହୁତ କାମ କରନ୍ତି କିନ୍ତୁ ତାଙ୍କୁ କର୍ମ ହିସାବରେ ଫଳ ମିଳି ନଥାଏ ।

ତେବେ ଆମର ଏହି ଉପାୟ ସେହି ମାନଙ୍କ ପାଇଁ ଅଟେ ଯେଉଁମାନେ ବହୁତ କାମ ତ କରିଥାନ୍ତି କିନ୍ତୁ ତାଙ୍କୁ ତାହାର ଫଳ ମିଳିନଥାଏ ।

ଆମର ଏହି ଉପାୟ ଲବଙ୍ଗର ଏକ ଉପାୟ ଅଟେ । ତେବେ ଆସନ୍ତୁ ଜାଣିବା କି ଲବଙ୍ଗକୁ ଘରର କେଉଁ ଜାଗାରେ ରଖିବା ଦ୍ଵାରା ଘରେ ଟଙ୍କାର ଆଗମନ ବଢିଯାଏ । ଏଥିପାଇଁ ଆପଣଙ୍କୁ ଦରକାର କେବଳ ଗୋଟିଏ ଲବଙ୍ଗ । କିନ୍ତୁ ଏହା ମନେ ରଖିବେ କି ଏହି ଉପାୟ କରିବା ସମୟରେ ମନରେ ବିଶ୍ଵାସ ଥିବା ନିହାତି ଆବଶ୍ୟକ ।

ଏହା ଦ୍ଵାରା ଏହି ଉପାୟ ଆପଣଙ୍କ ପାଇଁ ବହୁତ ଫଳଦାୟକ ହେବ । ଆପଣ ଶୁଣିଥିବେ କି ଯେଉଁଠି ବିଶ୍ବାସଥାଏ ସେଠାରେ ପଥରରୁ ବି ପାଣି ବାହାରିଥାଏ । ତେବେ ଏହି ଉପାୟକୁ ପୁରା ବିଶ୍ଵାସ ସହିତ କରନ୍ତୁ । ଆଉ ଏକ କଥାର ଧ୍ୟାନ ରଖିବେ କି ଏହା ବିଷୟରେ କାହାକୁ ବି କିଛି କହିବେ ନାହିଁ । ଯଦି ସ୍ତ୍ରୀ ଏହି ଉପାୟକୁ କରୁଛି ତେବେ ସ୍ଵାମିକୁ ମଧ୍ୟ ଏହା ବିଷୟରେ କହିବା କଥା ନୁହେଁ ।

ସବୁଠୁ ପ୍ରଥମେ ଏକ ଗୋଟା ଲବଙ୍ଗ ନିଅନ୍ତୁ ଓ ଏକ ଲାଲ କପଡା ନିଅନ୍ତୁ । ଏହି ଲାଲ କପଡାରେ ଏହି ଲବଙ୍ଗକୁ ବାନ୍ଧି ଦିଅନ୍ତୁ । ଧ୍ୟାନ ରଖିବେ କି ଏହି ସମୟରେ ଆପଣ ମା' ଲକ୍ଷ୍ମୀଙ୍କୁ ଧ୍ୟାନ କରି ତାଙ୍କ ନାମ ଉଚ୍ଚାରଣ କରିବାର ଅଛି । ଏହି ଲାଲ କପଡାରେ ଲବଙ୍ଗକୁ ବାନ୍ଧି ତାଙ୍କୁ ମା' ଲକ୍ଷ୍ମୀଙ୍କ ରୂପ ମାନି ନିଜ ତୋଜୋରିରେ ରଖି ଦିଅନ୍ତୁ । ଆଜ୍ଞା ହାଁ, ଆପଣ ଘିଅର ଏକ ଦୀପ ବି ଜାଳାଇ ପାରିବେ ଓ ଅଗରବତୀ ବି ଜଳାଇ ପାରିବେ ।

ଏହି ଉପାୟ କୁ କରିବାର କିଛି ଦିନ ପରେ ଆପଣ ଦେଖିବେ କି ଯଦି ଆପଣଙ୍କ କୌଣସି ଆୟ ସମ୍ବନ୍ଧିତ ସମସ୍ଯା ଅଛି ବା ଟଙ୍କା ସମ୍ବନ୍ଧୀୟ କୌଣସି ସମସ୍ଯା ଅଛି ତାହା ଶେଷ ହୋଇଯିବ ଓ ଆପଣଙ୍କ ପାଖକୁ ଟଙ୍କା ଆସିବାକୁ ଲାଗିବ । ତେବେ ଏହି ଉପାୟକୁ ଶ୍ରଦ୍ଧାର ସହିତ ମନରେ ବିଶ୍ଵାସ ରଖି କରନ୍ତୁ ଓ ଦେଖନ୍ତୁ କି କେଉଁ ପ୍ରକାରରେ ଆପଣଙ୍କ ପାଖକୁ ଟଙ୍କାର ଆଗମନ ହେବାକୁ ଲାଗୁଛି । ଯଦି ଆପଣ ବି ଟଙ୍କା ସମସ୍ୟାରେ ଚିନ୍ତିତ ଅଛନ୍ତି ତେବେ ଏହି ଉପାୟକୁ ନିଶ୍ଚୟ ଥରେ କରି ଦେଖନ୍ତୁ ।

Kalinga News

Dailyhunt
Disclaimer: This content has not been generated, created or edited by Dailyhunt. Publisher: Kalinga News