Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଏହି ୧୦ଟି ଫଟୋ ଉଠାଇଥିବା ଲୋକ ମାନଙ୍କୁ ଆପଣ ସଲାମ କରିବେ, ଥରୁଟେ ଆପଣ ବି ଦେଖି ନିଅନ୍ତୁ

ଏହି ୧୦ଟି ଫଟୋ ଉଠାଇଥିବା ଲୋକ ମାନଙ୍କୁ ଆପଣ ସଲାମ କରିବେ, ଥରୁଟେ ଆପଣ ବି ଦେଖି ନିଅନ୍ତୁ

Kalinga News 1 week ago

ସୋସିୟାଲ ମିଡିୟାର ଏହି ସମୟରେ ଦୁନିଆର ବିଭିନ୍ନ ଫଟୋ ଭାଇରାଲ ହୋଇଥାଏ । ଭାଇରାଲ ହୋଇଥିବା ଫଟୋ ମଧ୍ୟରୁ କିଛି ଫଟୋ ବହୁତ ଭିନ୍ନ ପ୍ରକାରର ହୋଇଥାଏ । ଯାହାକୁ ଦେଖି କୌଣସି ବି ବ୍ୟକ୍ତି ନିଜର ହସକୁ ଅଟକାଇ ପାରିବ ନାହିଁ । ଆଜି ଆମେ ଆପଣମାନଙ୍କୁ କିଛି ଏମିତି ହିଁ ଫଟୋ ଦେଖାଇବୁ ଯାହାକୁ ଦେଖି ଆପଣଙ୍କ ମନରେ ବି ଏହି କଥା ଆସିବ କି ଏହି ଫଟୋକୁ ଉଠାଇଥିବା କୈମରାମୈନଙ୍କୁ ସଲାମ କରିବା ଉଚିତ ।

ତେବେ ଚଳନ୍ତୁ ଦେଖିବା

ଆରେ ଉଠିଯା ସାଙ୍ଗ !

ଏହି ଫଟୋକୁ ଦେଖି ଲାଗୁଛି କି ଚିତାମାନେ ନିଜର ଖାଇବ ପାଇଁ ଏହି ବ୍ୟକ୍ତିର ଉଠିବାକୁ ଅପେକ୍ଷା କରିଛନ୍ତି ।

ଇଟ୍ସ ଦ ଟାଇମ ଟୂ ଡିସ୍କୋ

ଏହି ଫଟୋ ଦେଖି ଆପଣ କିଛି ବୁଝି ପାରୁ ନଥିବେ । ସେଥିପାଇଁ ଆମେ କହିଦେଉଛୁ ଯେ ଏହି ଫୋଟରେ ମୈକଡୋନାଲ୍ଡର କର୍ମଚାରୀମାନେ KFC ରେ ନଜର ଆସୁଛନ୍ତି । କିନ୍ତୁ କଣ ପାଇଁ?

ଟିକେ ସମ୍ଭାଳି କି ଭାଇ

ଏହି ଫୋଟୋ ଦେଖିବା ପରେ ଆପଣ ବି ଭାବୁଥିବେ କି ଏତେ ବଡ ଜିନିଷ କୁ କେଉଁ ବ୍ୟକ୍ତି ନିଜର କାର ଭିତରେ କେମିତି ନେଇ ପାରିବ ।

ଆରେ ଇଏ କଣ?

ଏହି ଫୋଟକୁ ଦେଖି ଆପଣ ମାନେ ବି ବୁଝି ପାରିବେ ନାହିଁ ଏହା କଣ ଅଟେ ।

ଏବେ ହେଲା ନା କଥା

ଯେଉଁ କୌଣସି ବ୍ୟକ୍ତି ବି ଏହି କାମକୁ କରିଛି ସେହି ବ୍ୟକ୍ତିକୁ ୨୧ ତୋପର ସଲାମୀ ଦେବା ଉଚିତ । ଏହା ପଛରେ ଥିବା କାରଣ ଆପଣ ଏହି ଫୋଟୋକୁ ଦେଖି ହିଁ ଜାଣିପାରୁଥିବେ।

ଏହି ଲୋକ ବୋଧେ ମିଠା ଖାଇବା ପାଇଁ ପାଗଳ

ଏହି ଫଟୋକୁ ଦେଖି କିଛି ଅଜବ ଲାଗିବ । ଆପଣମାନେ ବୁଝିବା ନିମନ୍ତେ କହିଦେଉଛୁ ଯେ ଏହି ଫୋଟରେ ବିସ୍କୁଟ ଏବଂ କ୍ରିମକୁ ଅଲଗା କରିଦିଆଯାଇଛି ।

ଡର କେ ଆଗେ ଜୀତ ହେ

ଏହି ବ୍ୟକ୍ତିକୁ ଦେଖି ଆପଣ ଏହା ଭାବୁଥିବେ କି ଏହି ଲୋକର ଖାଇବା ପାଇଁ ପାଗଳ ଅଟେ । ଏହା ହିଁ କାରଣ ଯେ ବନ୍ୟା ଆସିବା ସତ୍ବେ ଏହି ବ୍ୟକ୍ତି ନ ଡରି ବାରବେକ୍ୟୁ ବନାଇବାରେ ଲାଗିଛି ।

ଖରାପ ନଜର ରଖୁଥିବାର ମୁହଁ କଳା

ଏହି ଫୋଟୋ ଦେଖି ଆପଣ ବୁଝିପାରୁ ନଥିବେ ଯେ ଏହି ଫୋଟୋର ମାନେ କଣ? ସେଥିପାଇଁ ଆମେ ଆପଣଙ୍କୁ କହି ରଖୁଛୁ ଯେ ଏହି ଫୋଟରେ ଏହା ଦେଖାଯାଇଅଛି କି ଆପଣ ଯେ କୌଣସି ସମସ୍ୟାର ସମଧାନ କରି ପାରିବେ ।

ଜଳଖିଆ ଖାଇବ?

ଏହି ଫଟୋରେ ଅଣ୍ଡା ଖାଇବା ପାଇଁ ତିଆରି କରାଯାଉଛି । କିନ୍ତୁ ଏହା ଚମକୁଛି କଣ ପାଇଁ ?

କେତେ ଖରା ହଉଛି ମ !

ଏହି ଗାଡି ଦେଖି ଆପଣ ଭାବୁଥିବେ ଏହା ବୋଧେ ନିଆଁରେ ତାଡ଼କି ଯାଇଛି କିନ୍ତୁ ନା ଏହି କାରଗୁଡିକ ସୂର୍ଯ୍ୟଙ୍କର ଉତ୍ତାପ ଯୋଗୁ ତରଳି ଯାଇଛି ।

Kalinga News

Dailyhunt
Disclaimer: This content has not been generated, created or edited by Dailyhunt. Publisher: Kalinga News