Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଏମିତି କେଉଁ ଜିନିଷ ଅଛି ଯାହାକୁ ପୁଅମାନେ ଲୁଚେଇକି ଚାଲିଥାନ୍ତି ଓ ଝିଅମାନେ ଦେଖେଇକି ଚାଲିଥାନ୍ତି, ୯୯ % ଲୋକ ହେଇଛନ୍ତି ଫେଲ

ଏମିତି କେଉଁ ଜିନିଷ ଅଛି ଯାହାକୁ ପୁଅମାନେ ଲୁଚେଇକି ଚାଲିଥାନ୍ତି ଓ ଝିଅମାନେ ଦେଖେଇକି ଚାଲିଥାନ୍ତି, ୯୯ % ଲୋକ ହେଇଛନ୍ତି ଫେଲ

Kalinga News 3 days ago

ପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ପ୍ରଶ୍ନ ଓ ତାହାର ଉତ୍ତର ନେଇ ଆସିଛୁ । ଏହି ପ୍ରଶ୍ନ ଓ ଉତ୍ତର ଖେଳ ବହୁତ ରୋମାଞ୍ଚକ ହେବା ସହିତ ଏହା ଆପଣଙ୍କ ବୁଦ୍ଧି କୁ ମଧ୍ୟ ପରୀକ୍ଷା କରିଥାଏ । ଯଦି ଆପଣ ବି ନିଜ ବୁଦ୍ଧିକୁ ପରୀକ୍ଷା କରିବାକୁ ଚାହୁଞ୍ଚନ୍ତି ତେବେ ଆପଣ ମଧ୍ୟ ଉତ୍ତର ଦେଖିବା ପୂର୍ବରୁ ଆମକୁ ନିଜର ଉତ୍ତର କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ତେବେ ଆସନ୍ତୁ ଆରମ୍ଭ କରିବା ଆଜିର ପ୍ରଶ୍ନ ଓ ଉତ୍ତର ର ଏହି ମଜାଦାର ଖେଳ ।

ପ୍ରଶ୍ନ - ୧

ମୁଁ ସମୁଦ୍ରରେ ଜନ୍ମ ହୋଇଥାଏ ଓ ଆପଣଙ୍କ ଘରେ ରହିଥାଏ, କୁହନ୍ତୁ ମୁଁ କିଏ ?ଉତ୍ତର - ଲୁଣ

ପ୍ରଶ୍ନ - ୨

ଏମିତି କଣ ଅଛି ଯାହାକୁ ଆମେ କାଟିଥାଉ, ଫେଣ୍ଟିଥାଉ, ବାଣ୍ଟିଥାଉ କିନ୍ତୁ କେବେ ବି ଖାଇ ନଥାଉ, କୁହନ୍ତୁ ତାହା କଣ ଅଟେ ?

ଉତ୍ତର - ତାସ ପତା

ପ୍ରଶ୍ନ - ୩

ଏମିତି କେଉଁ ଫଳ ଅଛି ଯିଏ କଞ୍ଚାରେ ମିଠା ଓ ପାଚିଲା ପରେ ଖଟା ବା କଡା ଲାଗିଥାଏ, କୁହନ୍ତୁ ତାହା କଣ ଅଟେ ?

ଉତ୍ତର - ସପୁରି (pineapple)

ପ୍ରଶ୍ନ - ୪

ଏମିତି କେଉଁ ଜିନିଷ ଅଛି, ତାହା ଆପଣଙ୍କର ତ ଅଟେ କିନ୍ତୁ ତାହାକୁ ଅନ୍ୟମାନେ ବ୍ୟବହାର କରିଥାନ୍ତି ?

ଉତ୍ତର - ଆପଣଙ୍କ ନାମ

ପ୍ରଶ୍ନ - ୫

ନଦୀ ପାଖରେ ଏକ ଗଛରେ ଗୋଟିଏ ଗଞ୍ଜା ଅଣ୍ଡା ଦେଲା, ତେବେ କୁହନ୍ତୁ ସେହି ଅଣ୍ଡା କେଉଁଠି ଗଳିବ, ପାଣିରେ ବା ଭୂମିରେ ?

ଉତ୍ତର - ଅଣ୍ଡା କେଉଁଠି ବି ଗଳିବ ନାହିଁ କାରଣ ଗଞ୍ଜା ଅଣ୍ଡା ହିଁ ଦେଇ ନଥାଏ ।

ପ୍ରଶ୍ନ -୬

ଯଦି ବବିତାଙ୍କ ବାପାଙ୍କର ୫ ଟି ଝିଅ ଅଛନ୍ତି, ସୀତା, ଗୀତା, ରୀତା ଓ ଲତା, ତେବେ କୁହନ୍ତୁ ପଞ୍ଚମ ଝିଅର ନାମ କଣ ଅଟେ ?

ଉତ୍ତର - ବବିତା

ପ୍ରଶ୍ନ - ୭

ଗୋଟିଏ ବଡ ନଦୀ ର ଆର ପାରିରେ ଅଟା କଳା ଅଛି ଓ ରାମୁକୁ ୧୦୦ କିଲୋ ଅଟା ପେଶିବାର ଅଛି, କିନ୍ତୁ ନଦୀ ପାର କରିବାକୁ କୌଣସି ପୋଲ ନାହିଁ, କୁହନ୍ତୁ ରାମୁ ଅଟା କେମିତି ପେଷିବ ?

ଉତ୍ତର - ପେଷିବ ହିଁ ନାହିଁ, କାରଣ ଅଟା ପ୍ରଥମରୁ ହିଁ ପେଶା ହେଇ ସାରିଛି ।

ପ୍ରଶ୍ନ - ୮

ଏମିତି କେଉଁ ଜିନିଷ ଅଛି ଯାହାକୁ ପୁଅମାନେ ଲୁଚାଇ କି ଚାଲିଥାନ୍ତି ଓ ଝିଅ ମାନେ ଦେଖେଇ କି ଚାଲିଥାନ୍ତି ?

ଉତ୍ତର - ପର୍ସ,

Kalinga News

Dailyhunt
Disclaimer: This content has not been generated, created or edited by Dailyhunt. Publisher: Kalinga News