Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଘର ପରିବାରକୁ ବର୍ବାଦ କରିଦିଏ ମହିଳାମାନଙ୍କର ଏହି କାମ ଗୁଡିକ, ଘରେ ବାସ କରନ୍ତି ନାହିଁ ମା ଲକ୍ଷ୍ମୀ

ଘର ପରିବାରକୁ ବର୍ବାଦ କରିଦିଏ ମହିଳାମାନଙ୍କର ଏହି କାମ ଗୁଡିକ, ଘରେ ବାସ କରନ୍ତି ନାହିଁ ମା ଲକ୍ଷ୍ମୀ

Kalinga News 1 week ago

ହିନ୍ଦୁ ଧର୍ମ ଅନୁସାରେ ବୋହୁ ଏବଂ ଝିଅମାନଙ୍କୁ ମାତା ଲକ୍ଷ୍ମୀଙ୍କର ରୂପ ବୋଲି କୁହାଯାଏ । ଏମିତି ମାନ୍ୟତା ଅଛି କି ଯଦି କୌଣସି ସ୍ତ୍ରୀ କୌଣସି ଘରକୁ ଚାହିଁବ ତ ସ୍ଵର୍ଗ ବନାଇଦେବ କିମ୍ବା କୌଣସି ଘରକୁ ଚାହିଁବ ତ ନର୍କ ବନାଇ ଦେବ । ବୋହୁ ଏବଂ ଝିଅମାନଙ୍କର କିଛି ଖରାପ ଗୁଣ ଘର ପରିବାରର ଦାରିଦ୍ରତା ପାଇଁ କାରଣ ହୋଇଥାଏ ଏବଂ ଅନ୍ୟ ପଟେ ଏମାନଙ୍କ ମଧ୍ୟରେ କିଛି ଭଲ ଗୁଣ ଥାଏ ଯାହା ଫଳରେ ଘରେ ସୁଖ ଏବଂ ସମୃଦ୍ଧି ଆସିଥାଏ ।

ସବୁ ବ୍ୟକ୍ତିର ଘରର ସୁଖ ସମୃଦ୍ଧି ପାଇଁ ଏମିତି ସ୍ତ୍ରୀଙ୍କ ଉପରେ ନିର୍ଭର କରିଥାନ୍ତି ଯେଉଁମାନେ ଲକ୍ଷ୍ମୀପରି ଘରର ସବୁ କାମ କରିବା ଏବଂ ସମସ୍ତଙ୍କର ଦେଖାଶୁଣା ରଖିବେ । କିନ୍ତୁ କିଛି ଏମିତି କାମ ଅଛି ଯାହାକୁ ମହିଳା ମାନଙ୍କୁ କରିବା ଉଚିତ ନୁହେଁ । ଘରର ମହିଳା ମାନଙ୍କୁ ଏହି କାମ ଗୁଡିକ କରିବା ଉଚିତ ନୁହେଁ ଏହା କରିବା ଦ୍ଵାରା ଘରେ ଲକ୍ଷ୍ମୀ କେବେବି ଆସି ନଥାନ୍ତି ।

ଭୁଲରେ ବି ଘରର ମହିଳାମାନେ ଏହି କାମ ଗୁଡିକ କରିବା ଉଚିତ ନୁହେଁ

୧. ଯେଉଁ ଘରେ ମହିଳା ଝାଡୁକୁ ଗୋଡର ଲଗାନ୍ତି ବା ଗୋଇଠା ମାରନ୍ତି ସେହି ଘରେ ଲକ୍ଷ୍ମୀ ବାସ କରନ୍ତି ନାହିଁ । ଏହି ଘରେ ସବୁବେଳେ ଦାରିଦ୍ରତା ଛାଇ ରହିଥାଏ ।

୨. ଯଦି ଆପଣଙ୍କ ଘରର ମହିଳା ମାନଙ୍କର ଅଭ୍ୟାସ ଅଛି କି ସେମାନେ ଅଇଁଠା ବାସନକୁ ଗ୍ୟାସ ଉପରେ ରଖି ଶୋଇ ଯାଆନ୍ତି ତେବେ ସେହି ଘଅରେ କେବେ ବି ମାତା ଲକ୍ଷ୍ମୀ ରୁହନ୍ତି ନାହିଁ । ଏହା ଗରିବ ଏବଂ ଦୁଖର କାରଣ ହୋଇଥାଏ ।

୩. ଯେଉଁ ଘରେ ମହିଳା ଗୋଡରେ ଗୋଇଠା ମାରି କବାଟ ଖୋଲନ୍ତି ସେହି ଘରେ ମଧ୍ୟ ମାତା ଲକ୍ଷ୍ମୀ ରୁହନ୍ତି ନାହିଁ ।

୪. ଯଦି ଘରର କୌଣସି ମହିଳା ଘର ଦ୍ଵାରରେ ବସି ଭୋଜନ କରନ୍ତି ତେବେ ସେହି ଘରେ ବି ଦାରିଦ୍ରତା ଛାଇ ରହିଥାଏ । ହିନ୍ଦୁ ଶାସ୍ତ୍ରରେ ଏହାକୁ ବହୁତ ଅଶୁଭ ବୋଲି କୁହାଯାଏ ।

୫. ଘରର ମହିଳା ମାନେ ଯଦି ରାତିରେ ରୋଷେଇ ଘରେ ଖାଇବା ବାସନ ରଖି ଶୋଇଯାଆନ୍ତି ତେବେ ଏହା ଗରିବୀର କାରଣ ହୋଇଥାଏ ।

୬. ଘରର ଶାନ୍ତି ଏବଂ ସମୃଦ୍ଧି ପାଇଁ ସପ୍ତାହକୁ ଥରେ ସମୁଦ୍ର ଲୁଣରେ ଘରର ପୋଛା ଲଗାନ୍ତୁ ।

୭. ଯେଉଁ ଘରେ ମହିଳା ସକାଳେ ପରିବର୍ତ୍ତେ ସନ୍ଧ୍ୟାରେ ଝାଡୁ ଲଗାନ୍ତି ତେବେ ସେହି ଘରେ ଦାରିଦ୍ରତା ଆସିଥାଏ ।

୮. ଯଦି କୌଣସି ଘରର ମହିଳାକୁ ବହୁତ ସମୟ ଧରି ଶୋଇବାର ଅଭ୍ୟାସ ଅଛି ତେବେ ତାହା ପରିବାର ପାଇଁ ଅଶୁଭ ହୋଇଥାଏ ।

Kalinga News

Dailyhunt
Disclaimer: This content has not been generated, created or edited by Dailyhunt. Publisher: Kalinga News