Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଝିଆରୀକୁ ଦୁଇ ଭଣଜାଙ୍କ ସହିତ ଘରେ ବନ୍ଦ କରି ପିଉସୀ ଝରକାରୁ ବନଉଥିଲା ଅଶ୍ଳୀଳ ଭିଡିଓ, ସାମ୍ନାକୁ ଆସିଲା ଏମିତି ଘଟଣାକି

ଝିଆରୀକୁ ଦୁଇ ଭଣଜାଙ୍କ ସହିତ ଘରେ ବନ୍ଦ କରି ପିଉସୀ ଝରକାରୁ ବନଉଥିଲା ଅଶ୍ଳୀଳ ଭିଡିଓ, ସାମ୍ନାକୁ ଆସିଲା ଏମିତି ଘଟଣାକି

Kalinga News 1 week ago

ଗୁଜୁରାଟର ଅମରେଲୀରୁ ସମ୍ପର୍କକୁ ଲଜ୍ୟା କରୁଥିବା ଏକ ମାମଲା ସାମ୍ନାକୁ ଆସିଛି । ଏଠି ସମ୍ପର୍କରେ ପିଉସୀ ଲାଗୁଥିବା ମହିଳା ଜଣକ ନିଜର ହିଁ ଝିଆରୀ ସହିତ ଅଶ୍ଳୀଳ ବ୍ୟବହାର କରିଛି । ପିଉସୀ ଝିଆରୀକୁ ନିଜର ଦୁଇ ଭଣଜା ସହ ଶାରୀରିକ ସମ୍ବନ୍ଧ କରିବା ପାଇଁ କହିଛି । ଏହା ଛଡା ସେ ନିଜ ମୋବାଇଲ ଦ୍ଵାରା ଏହାର ଏକ ଅଶ୍ଳୀଳ ଭିଡିଓ ବି କରିଛି ।

ପାଖାପାଖି ୪ ମାସ ହେବ ଚାଲୁଥିବା ଏହି ଘଟଣା ବିଷୟରେ ଯେତେବେଳେ ଝିଅର ପିତାକୁ ଜଣା ପଡିଲା ତେବେ ପିତାର ଗୋଡ ତଳୁ ମାଟି ଖସି ଗଲା । ଏହା ପରେ ପିତା ଜଣକ ପୋଲିସରେ ଏହି ମାମଲାର ରିପୋର୍ଟ ଦର୍ଜ କରିଲେ ।

ନୂଆ ଡ୍ରେସର ଲୋଭ ଦେଇ ନିଜ ଘରକୁ ନେଇ ଯାଇ ଥିଲା ପିଉସୀ

ଏହି ମାମଲା ଗୁଜୁରାଟର ଅମରେଲୀର ସାବରକୁଂଡଲାର ଅଟେ । ଏଠି ଏକ ଗ୍ରାମରେ ପିଉସୀ ନିଜର ନାବାଳିକ ଝିଆରୀକୁ ନିଜର ଦୁଇ ଭଣଜା ସହ ଶାରୀରିକ ଶୋଷଣ କରାଇଛି । ଏହା ସହିତ ତାହାର ଭିଡିଓ ବି କରି ନେଇଛି । ପୋଲିସଙ୍କ ଅନୁସାରେ ନୂଆ ଡ୍ରେସର ଲୋଭ ଦେଇ ପିଉସୀ ୧୪ ବର୍ଷୀୟ ଝିଆରୀକୁ ନିଜ ସହିତ ଘରକୁ ନେଇ ଯାଇଥିଲା । ଏହା ପରେ ସେ ନିଜର ଦୁଇ ଭଣଜାକୁ ବି ଘରକୁ ଡାକି ଆଣିଲା ଓ ଭଣଜାକୁ ଝିଆରୀ ଦେଇ ଦେଲା ।

ଏହା ପରେ ପୋଲିସ ଆଗକୁ କହିଲେ କି ପିଉସୀ ନିଜର ଝିଆରୀ ଓ ଦୁଇ ଭଣଜାକୁ ଗୋଟିଏ ରୁମରେ ଭର୍ତି କରି କବାଟ ବନ୍ଦ କରି ଦେଲା । କବାଟ ବନ୍ଦ ହେବା ମାତ୍ରେ ହିଁ ଦୁଇ ଭଣଜା ଛୁରୀ ଦେଖାଇ ସେହି ନାବାଳିକାର ଯୌନ ଶୋଷଣ କରିଲେ । ଏହା ପରେ ପିଉସୀ ରୁମ ବାହାରେ ଛିଡା ହୋଇ ଝରକା ଦେଇ ଏହାର ଭିଡିଓ ବି କରି ନେଲା । ଏହି ଭିଡିଓ ଜରିଆରେ ପୁଣି ସେହି ନାବାଳିକାକୁ ସେ ବ୍ଲାକମେଲ କରିବାକୁ ଲାଗିଲା ।

ଭିଡିଓ ଭାଇରାଲ କରିଦେବାର ଧମକ ଦେଇ ତିନି ଜଣ ହିଁ କିଶୋରୀର ଲାଭ ଉଠାଇବାକୁ ଲାଗିଲା । ଏହିଭଳି କାମ ଗତ ୪ ମାସ ହେବ ଚାଲୁ ଥିଲା । ଏହା ପରେ ନିଜର ସଶରୀରିକ ଶୋଷଣ ଦ୍ଵାରା ଚିନ୍ତିତ ହୋଇ ପୀଡ଼ିତା ସାହସ କରି ନିଜର ପିତାକୁ ସବୁ ସତ କଥା କହିଦେଲା । ଝିଅର କଥା ଶୁଣି ପିତାର ହୋସ ଉଡିଗଲା । ସେ ସଙ୍ଗେ ସଙ୍ଗେ ନିଜ ଝିଅକୁ ନିଜ ଭଉଣୀ ଘରୁ ନେଇ ଆସିଲା ଓ ଥାନା ପହଞ୍ଚିଗଲେ ।

ପିତା ଏହି ମାମଲାରେ ନିଜ ଭଉଣୀ ଓ ଦୁଇ ଭଣଜା ବିରୁଦ୍ଧରେ କେସ ଦର୍ଜ କରିଲେ । ପୋଲିସ ପୀଡ଼ିତାର ବୟାନ ଆଧାରରେ କେସ ଦର୍ଜ କରିଛନ୍ତି ଓ ତିନି ଜଣ ଆରୋପିକୁ ଗିରଫ୍ତାର ବି କରି ନେଇଛନ୍ତି । ଏହା ପରେ ପୋଲିସ ଏହି ମାମଲାରେ ଯାଞ୍ଚ କରୁଛି ।

Kalinga News

Dailyhunt
Disclaimer: This content has not been generated, created or edited by Dailyhunt. Publisher: Kalinga News