Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମହିଳାମାନେ ନିବସ୍ତ୍ର ହିଁ ଭିତରକୁ ଯାଇପାରୁଥିଲେ - ଦେଶର ଏକ ଏମିତି ରାଜା ଯାହା ମହଲରେ .

ମହିଳାମାନେ ନିବସ୍ତ୍ର ହିଁ ଭିତରକୁ ଯାଇପାରୁଥିଲେ - ଦେଶର ଏକ ଏମିତି ରାଜା ଯାହା ମହଲରେ .

Kalinga News 6 days ago

ହି ରାଜାଙ୍କ ମହଲ ଭିତରକୁ ଯିବା ପାଇଁ ମହିଳା ମାନଙ୍କୁ ହେବାକୁ ପଡେ ନିବସ୍ତ୍ର

ଭାରତରେ ବହୁତ ରାଜା ଓ ମହାରାଜାମାନେ ଶାସନ କରିଯାଇଛନ୍ତି । କିଛି ରାଜାଙ୍କୁ ଏବେ ପର୍ଯ୍ୟନ୍ତ ମଧ୍ୟ ଲୋକମାନେ ମାନେ ରଖିଛନ୍ତି ଓ କିଛି ରାଜାଙ୍କ ବିଷୟରେ ତ କାହାକୁ ଜଣା ମଧ୍ୟ ନାହିଁ । ରାଜା ମାନଙ୍କର ବହୁତ ପ୍ରକାରର ସଉକ ଥାଏ, ସେହିଭଳି ଜଣେ ପଟିଆଲାର ରାଜା ଭୁପେନ୍ଦର ସିଂହ ଯିଏ କି ନିଜର ରଙ୍ଗୀନ ମିଜାଜ ପାଇଁ ବହୁତ ଚର୍ଚ୍ଚାରେ ଥିଲେ ।

ତାଙ୍କ ବିଷୟରେ କିଛି ଏମିତି କହିବୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଭୁପେନ୍ଦର ସିଂହ ଙ୍କର ଦିବାନ ଜର୍ମାନୀ ଦାସ ନିଜ ପୁସ୍ତକରେ ମହାରାଜାଙ୍କ ବିଷୟରେ କହିଛନ୍ତି, ତାଙ୍କ ସ୍ତ୍ରୀ ମହାରାଣୀ ୱକ୍ତୁୱାର କୌର ଏତେ ସୁନ୍ଦର ଥିଲେ କି ତାଙ୍କୁ କ୍ୱୀନ ମେରୀର ଉପାଧି ମିଳିଥିଲା, କଣ ଆପଣ ଜାଣିଥିଲେ କି ରାଜା ମହରଜାଙ୍କର ଏମିତି ସଉକ ଥାଏ ବୋଲି ।

ତାଙ୍କ ମହଲରେ ଏକ ଏମିତି ସ୍ନାନାଗାର ଥିଲା ଯେଉଁଠି ଏକା ସହ 150 ପୁରୁଷ ଓ ନାରୀ ସ୍ନାନ କରିପାରିବେ । ସେଠାରେ ବଡ ବଡ ପାର୍ଟି କରାଯାଏ, ଯେଉଁଠି ରାଜା ନିଜର ପ୍ରେମିକା ମାନଙ୍କୁ ଡାକନ୍ତି ଓ ସେମାନେ ରାଜା ଓ ତାଙ୍କ ସାଙ୍ଗ ମାନଙ୍କ ସହ ସେଠାରେ ଗାଧାନ୍ତି ଓ ପହଁରନ୍ତି । ଏଥିରେ ଇଂରେଜ ଅଧିକାରୀ ଓ ତାଙ୍କର ସ୍ତ୍ରୀମାନେ ଏବଂ ଦେଶୀ ମହିଳା ମାନେ ମଧ୍ୟ ଭାଗ ନିଅନ୍ତି ।

ଦିବାନ ଜର୍ମାନୀ ଦାସ ମହାରାଜା ମହାରାଣୀ ନାମକ ୱେସ୍ଟଲେର ବହି ଲେଖିଛନ୍ତି, ସେହି ବହିରେ ସେ ବିସ୍ତୃତ ଭାବରେ ଲେଖିଛନ୍ତି ଏହି ପାର୍ଟିରେ ଇଂରେଜ ବା ଯେଉଁ ମାନେ ହିନ୍ଦୁସ୍ତାନୀ ନୁହଁନ୍ତି ସେମାନଙ୍କୁ ବହୁତ କମ ଡକାଯାଏ ।

ସେଠାରେ ରହୁଥିବା ଆମେରିକୀୟ ବା ୟୁରୋପୀୟନ ମହିଳା ମାନେ ଯେଉଁମାନଙ୍କର ମହାରାଜଙ୍କ ସହ ପ୍ରେମ ସମ୍ବନ୍ଧ ଥିଲା ସେହି ମାନଙ୍କୁ ଡକାଯାଏ ।

ମହାରାଜା ଭୁପେନ୍ଦର ସିଂହଙ୍କର ଜନ୍ମ ୧୨ ଅକ୍ଟୋବର ୧୮୯୧ରେ ମୋତି ବାଗ ପ୍ୟାଲେସ ପଟିୟାଲା ରେ ହୋଇଥିଲା । ସେ ୩୮ ବର୍ଷ ପର୍ଯ୍ୟନ୍ତ ରାଜ୍ୟ ଶାସନ କରିଥିଲେ । କୁହାଯାଏ କି ସେ ୧୦ରୁ ଅଧିକ ଥର ବିବାହ କରିଥିଲେ, ଏକ ଅନୁମାନ ହିସାବରେ ରାଜା ଭୁପେନ୍ଦର ସିଂହ ଙ୍କର ୮୮ଟି ସନ୍ତାନ ଥିଲେ ।

Kalinga News

Dailyhunt
Disclaimer: This content has not been generated, created or edited by Dailyhunt. Publisher: Kalinga News