Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପିଏମ ମୋଦୀଙ୍କର ବଡ ଘୋଷଣା, 'ମାସକୁ ଦିଅନ୍ତୁ ମାତ୍ର ୮୪ ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଆସିବ ୨୪ - ୨୪ ହଜାର ଟଙ୍କା' - ଜାଣନ୍ତୁ କେମିତି

ପିଏମ ମୋଦୀଙ୍କର ବଡ ଘୋଷଣା, 'ମାସକୁ ଦିଅନ୍ତୁ ମାତ୍ର ୮୪ ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଆସିବ ୨୪ - ୨୪ ହଜାର ଟଙ୍କା' - ଜାଣନ୍ତୁ କେମିତି

Kalinga News 1 week ago

ଯେତେବେଳେ ବି ଆପଣ ବୁଲିବାକୁ ଯାଇଥାନ୍ତି କିମ୍ବା କୌଣସି ସିନେମା ଦେଖିଥାନ୍ତି, ତେବେ ଆପଣଙ୍କର କମ ରୁ କମ ହଜାର କିମ୍ବା ଦୁଇ ହଜାର ଟଙ୍କା ଖର୍ଚ ହୋଇଥାଏ । ଏହିଭଳି ଭାବରେ ପ୍ରାୟତଃ ଲୋକମାନେ ବର୍ଷକୁ ୧୦ ରୁ ୨୦ ହଜାର ଟଙ୍କା ଖର୍ଚ କରିଦେଇଥାନ୍ତି । ଏବଂ ମିଳେ କଣ ଅଳ୍ପ ସମୟ ପାଇଁ ଖୁସି ? କିନ୍ତୁ ଆମେ ଯଦି ଆପଣଙ୍କୁ କହିବା କି ସବୁ ମାସରେ ୧୦୦ ଟଙ୍କା ନିବେଶ କରିବା ଦ୍ଵାରା ଆପଣ ବର୍ଷକୁ ହଜାର ହଜାର ଟଙ୍କା ପାଇବେ, ତେବେ ଆପଣଙ୍କୁ ବିଶ୍ଵାସ ହେବ ନାହିଁ ।

ବର୍ଷ ୨୦୧୫ରେ କେନ୍ଦ୍ରରେ ମୋଦୀ ସରକାର ପୂର୍ବ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ଏକ ଏମିତି ପେନସନ ଚାଲୁ କରିଛନ୍ତି ଯେଉଁଥିରେ ବର୍ତ୍ତମାନ ପର୍ଯ୍ୟନ୍ତ ହଜାର ହଜାର ଲୋକ ଯୋଡି ହୋଇ ସାରିଛନ୍ତି, କିନ୍ତୁ କିଛି ଲୋକ ଏହା ସହିତ ଯୋଡି ହୋଇ ନାହାନ୍ତି କାରଣ ତାଙ୍କୁ ଏହା ବିଷୟରେ କିଛି ଜଣା ନାହିଁ । ଏମିତିରେ ଆଜି ଆମେ ଆପଣଙ୍କୁ ଏହି ପେନସନ ବିଷୟରେ ସୂଚନା ଦେବୁ ।

କଣ ଅଟେ ଅଟଳ ବିହାରୀ ବାଜପେୟୀ ପେନସନ ?

ଏହି ପେନସନରେ ବ୍ୟକ୍ତିକୁ ସବୁ ମାସରେ ୮୪ ଟଙ୍କା ଜମା କରିବାର ଅଛି ଏବଂ ଏହା ପରେ ୨୪୦୦୦ ଟଙ୍କା ସବୁ ବର୍ଷ ଆପଣଙ୍କୁ ଖର୍ଚ କରିବାକୁ ମିଳିବ । ଏହି ଯୋଜନାକୁ ଅଲଗା ଅଲଗା ଶ୍ରେଣୀରେ ବଣ୍ଟା ଯାଇଛି । ଏହାର ଅନ୍ତର୍ଗତ ଆପଣ ୫୪ ଟଙ୍କାରୁ ୧୪୫୪ ଟଙ୍କା ପର୍ଯ୍ୟନ୍ତ ସବୁ ମାସରେ ଜମା କରି ପାରିବେ, ଏହା ପୁରା ଆପଣଙ୍କ ଉପରେ ନିର୍ଭର କରେ ।

ଯଦି ଆପଣ ଏହି ଯୋଜନା ସହିତ ଯୋଡି ହେଉଛନ୍ତି, ତେବେ ଆପଣଙ୍କୁ ୬୦ ବର୍ଷ ପରେ ଆପଣଙ୍କୁ ଏହାର ଲାଭ ମିଳବା ଆରମ୍ଭ ହୋଇଯିବ । କହିଦେଉଛୁ ଯେ ୬୦ ବର୍ଷ ପର୍ଯ୍ୟନ୍ତ ଆପଣ ନିଜର ଯେତିକି ଟଙ୍କା ଜମା କରିଥିବେ, ସେହ ହିସାବରେ ଆପଣଙ୍କୁ ସବୁ ମାସରେ କିଛି ନିଶ୍ଚିତ ରାଶି ମିଳିବାର ଲାଗିବ । ଯାହା ସାହାର୍ଯ୍ୟରେ ଆପଣ ବୁଢା ବୟସରେ ନିଜର ସବୁ ଇଛା ପୂରଣ କରି ପାରିବେ ।

କଣ ଅଟେ ଶର୍ତ ?

ଏହି ଯୋଜନାର କିଛି ଶର୍ତ ଅଛି, ଯାହାକୁ ପୁରା କରିବା ପରେ ହିଁ ଆପଣଙ୍କୁ ଏହାର ଲାଭ ମିଳିବ । କହିଦେଉଛୁ ଯେ ଯୋଜନା ସହ ଜଡିତ ହେବା ପାଇଁ ଆପଣଙ୍କର ବୟସ ୧୮ ରୁ ୪୦ ବର୍ଷ ହେବା ଦରକାର । ଏହି ସୀମାରୁ କମ ନୁହେଁ କି ଅଧିକ ନୁହେଁ । ଏହା ସହିତ ଆପଣଙ୍କ ପାଖରେ ଜନଧନ ଖାତା ହେବା ଦରକାର ଏବଂ ଏହି ଯୋଜନାରେ ଜଡିତ ହେବା ପାଇଁ ବ୍ୟକ୍ତିକୁ କମ ରୁ କମ ୨୦ ବର୍ଷ ପର୍ଯ୍ୟନ୍ତ ଏହି ରାଶି ଜମା କରିବାକୁ ପଡିବ ।

Kalinga News

Dailyhunt
Disclaimer: This content has not been generated, created or edited by Dailyhunt. Publisher: Kalinga News