Dailyhunt
ସ୍ତ୍ରୀଙ୍କ ଏହି ଅଙ୍ଗକୁ ଛୁଇଁଦେଲେ ଭାଗ୍ୟ ବଦଳିଯିବ, ଚୁପ ଚାପ ଆଜି କରନ୍ତୁ ଏହି କାମ ହୋଇଯିବେ କୋଟିପତି

ସ୍ତ୍ରୀଙ୍କ ଏହି ଅଙ୍ଗକୁ ଛୁଇଁଦେଲେ ଭାଗ୍ୟ ବଦଳିଯିବ, ଚୁପ ଚାପ ଆଜି କରନ୍ତୁ ଏହି କାମ ହୋଇଯିବେ କୋଟିପତି

Kalinga News 1 week ago

ଣ ଆପଣ ଜାଣନ୍ତି ମହିଳା ଙ୍କ ଶରୀର ରେ ଏପରି ଏକ ଅଙ୍ଗ ରହିଛି ଯାହାକୁ ଛୁଇଁବା ଦ୍ୱାରା ଭିକାରୀ ମଧ୍ୟ କୋଟିପତି ହୋଇଯାଏ । ନାରୀ ସଶକ୍ତିକରଣ ଆମ ଦେଶରେ କାହିଁକି ପୂର୍ବରୁ ରହି ଆସିଛି । ଆମ ଶାସ୍ତ୍ର ଅନୁସାରେ ବହୁତ ଚମତ୍କାରୀ ନିୟମ ସବୁ ରହିଛି ଯାହାକୁ ବ୍ୟବହାର କରିବା ଦ୍ୱାରା ଆମ ନିତିଦିନ ଜୀବନ ବଦଳି ପାରିବ । କିନ୍ତୁ ଏପରି କାର୍ଯ୍ୟ କରିବାକୁ ଅନେକ ପୁରୁଷ ଲଜ୍ୟା କରିଥାନ୍ତି ।

ତେଣୁ ସେମାନେ ଜୀବନରେ ସଫଳତା ପାଆନ୍ତି ନାହିଁ । କୁହାଯାଏ ନାରୀଙ୍କ ମନରେ କଣ ଚାଲେ କେହି ଜାଣନ୍ତି ନାହିଁ ।

ନାରୀ ମାନଙ୍କ ମନ କୁ ଜାଣିବା ବହୁତ କଷ୍ଟକର ହୋଇଥାଏ । ଭଗବାନ ମଧ୍ୟ ନାରୀ ଙ୍କ ମନରେ କଣ ଚାଲୁଛି ଜାଣି ପାରନ୍ତି ନାହିଁ । ତେବେ ନାରୀ ଶରୀର ରେ ଏପରି ଏକ ଅଙ୍ଗ ରହିଛି ଯାହା ପଦ୍ମ ଭଳି କୋମଳ ଅଟେ ଏହାକୁ ଛୁଇଁବା ଦ୍ୱାରା ଆପଣଙ୍କ ଭାଗ୍ୟ ବଦଳିଯିବ । ତେବେ ଆପଣଙ୍କ ଏହା ଦୃଷ୍ଟି ଗୋଚର କେବେ ମଧ୍ୟ ହୋଇ ନଥିବ ।

ନାରୀ ଙ୍କୁ ଆମ ଦେଶରେ କାହିଁ ଅନାଦି କାଳରୁ ପୂଜା କରାଯାଏ । ନାରୀ ଙ୍କୁ ଦେବୀ ମାଆ ରୂପରେ ଆମ ଦେଶରେ ପୂଜା କରାଯାଏ । ତେବେ ଆମ ଶାସ୍ତ୍ର ରେ ମଧ୍ୟ ଏହି ଶ୍ଳୋକ ଲେଖା ଅଛି କି "ଯତ୍ର ନାରୀ ପୂଜ୍ୟନ୍ତେ ତତ୍ର ଭ୍ରମନ୍ତି ଦେବତା"

ଅର୍ଥାତ ଯେଉଁ ଘରେ ନାରୀ କୁ ଉପଯୁକ୍ତ ସମ୍ମାନ ଦିଆ ଯାଏ, ସେଠାରେ ଦେବତା ମାନେ ବିଚରଣ କରନ୍ତି ଏବଂ ଘର ପ୍ରତି ଶୁଭ ଦୃଷ୍ଟି ରଖିଥାନ୍ତି । ପ୍ରତିଦିନ ସ୍ନାନ କରି ପିତା ମାତା ଙ୍କ ଆର୍ଶୀବାଦ ନେବା ଦ୍ୱାରା ଭଗବାନ ଖୁସି ହୁଅନ୍ତି । ଆପଣଙ୍କ ଉପରେ ଦଶ ଦିଗପାଳ ଖୁସି ହୁଅନ୍ତି ଯାହା ଦ୍ୱାରା କି ଅଳ୍ପ ଦିନ ମଧ୍ୟରେ ଆପଣ ଙ୍କ ଭାଗ୍ୟ ବଦଳି ଯାଏ ।

କିନ୍ତୁ ଲଜ୍ୟା ଅନୁଭବ ଯୋଗୁଁ ଅନେକ ଏପରି କରନ୍ତି ନାହିଁ । ତେଣୁ ଏପରି ବ୍ୟକ୍ତି ମାନଙ୍କ ଜୀବନରେ ଅନେକ ଅସୁବିଧା ଆସେ । ନାରୀ ଙ୍କ ଆର୍ଶୀବାଦ ରେ କେତେ ଶକ୍ତି ରହିଛି । ଯଦି ଆପଣ ସକାଳୁ ଉଠି ନାରୀ ରୂପୀ ନିଜ ମାତା ଙ୍କ ପାଦ କୁ ଧରି ଆର୍ଶୀବାଦ ଭିକ୍ଷା କରିବେ ତେବେ ଦେଖିବେ ଆପଣଙ୍କ ଭାଗ୍ୟ ଭବିଷ୍ୟତ ରେ କିପରି ଚମକିବ । ଅନେକ ଲୋକ ଲାଜ କରନ୍ତି କି ମାତା ଙ୍କ ପାଦ ସ୍ପର୍ଶ କରିବାକୁ । ନାରୀ ଙ୍କ ପାଦ ସ୍ପର୍ଶ କରିବା ଦ୍ୱାରା ମାତା ଲକ୍ଷ୍ମୀ ବହୁତ ଖୁସୀ ହୋଇଥାନ୍ତି । ଏହା ଦ୍ୱାରା ଦେବା ଦେବୀ ମାନଙ୍କ ଶୁଭ ଦୃଷ୍ଟି ମଧ୍ୟ ଆପଣ ଙ୍କ ସହିତ ରହିଥାଏ ।

କେବେ ମଧ୍ୟ ମାତା ପିତା ଙ୍କ ଚରଣ ସ୍ପର୍ଶ କରୁନଥିବା ପିଲା ମାନେ ଭବିଷ୍ୟତ ରେ ଉନ୍ନତି କରି ପାରନ୍ତି ନାହିଁ । ଏଣୁ ପ୍ରତିଦିନ୍ ଈଶ୍ୱର ଙ୍କୁ ପ୍ରଣାମ ସହ ନିଜ ପିତା ମାତା ଙ୍କୁ ପ୍ରଣାମ କରିବା ଉଚିତ । ଏହା ଦ୍ୱାରା ଭିକାରୀ ମଧ୍ୟ କୋଟିପତି ହୋଇଯିବ ।

Kalinga News

Dailyhunt
Disclaimer: This content has not been generated, created or edited by Dailyhunt. Publisher: Kalinga News