Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବ୍ଲକ ତଥା ସହରାଞ୍ଚଳର ଅଶୁଦ୍ଧ ତଥା

ବ୍ଲକ ତଥା ସହରାଞ୍ଚଳର ଅଶୁଦ୍ଧ ତଥା

ରାଜ୍ୟର ବିଭିନ୍ନ ଜିଲ୍ଲା, ଉପଖଣ୍ଡ, ତହସିଲ୍, ବ୍ଲକ ତଥା ସହରାଞ୍ଚଳର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନର ସଂଶୋଧିତ ନାମକୁ ପ୍ରଶାସନିକସ୍ତରରେ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। 

ସଂଶୋଧିନ ନାମଗୁଡ଼ିକର ତାଲିକା ଦେଖିବା ପାଇଁ ନିମ୍ନ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ: .

revenue.odisha.gov.in/sites/default/… .

Dailyhunt
Disclaimer: This content has not been generated, created or edited by Dailyhunt. Publisher: kendrapada khabara