Sunday, 24 Jan, 12.05 pm ଖବର ଓଡିଶା

ରାଷ୍ଟ୍ରୀୟ
ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଲାଲୁ

ନୂଆଦିଲ୍ଲୀ, ଜାନୁଆରୀ 24 (ଖବର ଓଡ଼ିଶା):

ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଯାହାଫଳରେ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସର କରୋନାରି କେୟାର ୟୁନିଟ୍ (ସିସିୟୁ)ରେ ଭର୍ତ୍ତି କରାଯାଇଛି । ଗତ ଦୁଇ ଦିନ ହେଲା ଶ୍ୱାସକ୍ରିୟା ଜନିତ ସମସ୍ୟାର ସମ୍ମୁଖୀନ ହେଉଥିଲେ ଲାଲୁ। ନିମୋନିଆରେ ପୀଡ଼ିତ ଥିବା ଶୁକ୍ରବାର ଜଣାପଡ଼ିଥିଲା । ଯାହାକୁ ନେଇ ତାଙ୍କ ପୁଅ ତେଜସ୍ୱି ଯାଦବ ବାପାଙ୍କୁ ଏମ୍ସରେ ଭର୍ତ୍ତି କରିବା କଥା କହିଥିଲେ ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top