Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବଜ୍ରାଘାତରେ ଚାରି ଜଣ ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ବଜ୍ରାଘାତରେ ଚାରି ଜଣ ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

K NEWS 0 months ago

ନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ବାଳୁଅକଟା ଗ୍ରାମରେ ବଜ୍ରାଘାତରେ ଚାରି ଜଣ ଗୁରୁତର ଗୁରୁତରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ମାନେ ହେଲେ ବାଳୁଅକଟା ଗ୍ରାମର ସରୋଜ ଗୋଚ୍ଛାୟତ, ସ୍ତ୍ରୀ କଳ୍ପନା ଗୋଚ୍ଛାୟତ, ସୂର୍ଯ୍ୟକାନ୍ତ ନାଏକ ଏବଂ ସରସ୍ବତୀ ଗୋଚ୍ଛାୟତ । ସ ସୂଚନା ଅନୁସାରେ, ଆଜି ଅନୁଗୁଳ ଜିଲ୍ଲାର କିଛି ସ୍ଥାନରେ କାଳବୈଶାଖୀର ତାଣ୍ଡବ ସହ ବଜ୍ରାଘାତ ହୋଇଥିଲା ।

ସେହି ସମୟରେ ସରୋଜ, କଳ୍ପନା, ସୂର୍ଯ୍ୟକାନ୍ତ ଏବଂ ସରସ୍ବତୀ । ଘର ଅଗଣାରେ ବସିଥିବା ବେଳେ ସରୋଜଙ୍କ ଘରର ଇଲେକ୍ଟ୍ରି ବୋର୍ଡକୁ ବଜ୍ରାଘାତ ହୋଇଥିଲା ।

ଯାହା ଫଳରେ ଇଲେକ୍ଟ୍ରି ବୋର୍ଡ଼ ଜଳି ଯିବା ସହ ସରୋଜ, କଳ୍ପନା, ସୂର୍ଯ୍ୟକାନୁ ଏବଂ ସରସ୍ବତୀ ମଧ୍ୟ ବଜ୍ରାଘାତର ପ୍ରଭାବରେ ଆସିଥିଲେ । ଯାହା ଫଳରେ ଚାରି ଜଣ ଯାକ ଗୁରୁତର ହୋଇ ଯାଇଥିଲେ । ସଙ୍ଗେ ସଙ୍ଗେ ପରିବାର ଲୋକ ଆମ୍ବୁଲାନ୍ସ ଯୋଗେ ଚାରି ଗୁରୁତରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ ।

ତାତିରେ ଲାଗିବ ବ୍ରେକ, ଆଜି ପୂରା ଓଡ଼ିଶାକୁ କାଳବୈଶାଖୀ ପାଇଁ ଆଲର୍ଟ ଜାରି

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha