ନୂଆଦିଲ୍ଲୀ: ଆରମ୍ଭ ହେଲା ଭୋଟ ଗଣତି; ଆସିବ ରେଜଲ୍ଟ । ଏଥର କାହା ସପକ୍ଷରେ ଯିବ ଜନାଦେଶ, ସବୁ ସ୍ଟେ ହେବ । ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଉପରେ ନଜର । ବେଙ୍ଗଲରେ TMC ର ଭାଗ୍ୟ କ'ର ହେବ, ତାକୁ ନେଇ ଚର୍ଚ୍ଚା । ଆସାମରେ ହ୍ୟାଟ୍ରିକ୍ ବିଜୟ ଲକ୍ଷ୍ୟରେ ବିଜେପି । ତାମିଲନାଡୁ, କେରଳମ୍ ଓ ପୁଡ଼ୁଚେରୀ ଉପରେ ସମସ୍ତଙ୍କ ଆଖି ।
ଭୋଟ୍ ଗଣତି ପାଇଁ ତ୍ରୀସ୍ତରୀୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
. କେରଳରେ LDFର ଖରାପ ପ୍ରଦର୍ଶନ ଭିତରେ ମୁଖ୍ୟମନ୍ତ୍ରୀ ଆଗୁଆ , ମୁଖ୍ୟମନ୍ତ୍ରୀ ପି.ବିଜୟନ ଧର୍ମଦାମ ଆସନରେ ଆଗୁଆ
. ଜାଲୁକବାରି ଆସନରେ ରେକର୍ଡ ବିଜୟ ପଥେ ହିମନ୍ତ ବିଶ୍ୱଶର୍ମା
. ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ ପଛୁଆ
. ଆସାମ ଜୋରହାଟରେ ବିଜେପିର ହିତେନ୍ଦ୍ର ନାଥ ଗୋସ୍ୱାମୀଙ୍କଠାରୁ ହାରିଲେ ଗୌରବ
. TMCର ପରାଜୟ ଭିତରେ ଭବାନୀପୁରରେ ମମତା ଆଗୁଆ
. TVK ସୁପ୍ରିମୋ ବିଜୟଙ୍କ ୨ଟି ଯାକ ଆସନରେ ଆଗୁଆ -ପେରାମ୍ବୁର ଓ ତିରୁଚିରାପଲ୍ଲୀ (ପୂର୍ବ) ଆସନରେ ଆଗୁଆ
. ତାମିଲନାଡ଼ୁରେ TVK ମ୍ୟାଜିକ୍; DMK ଗାଦିଚ୍ୟୁତ
. କେରଳମ୍ରେ ଓଲଟିଲା ଗାଦି, ୫ ବର୍ଷ ପରେ ପୁଣି ଫେରୁଛି କଂଗ୍ରେସ!
. ଆରଜି କର ମେଡିକାଲ ପୀଡିତାଙ୍କ ମା' ଆଗୁଆ
. ପଶ୍ଚିମ ବଙ୍ଗରେ ପ୍ରଥମ କରି ସରକାର ଗଢ଼ିବ ବିଜେପି, ପାଖାପାଖି ୨୦୦ ଆସନରେ ଆଗୁଆ ରହିଛି ବିଜେପି
. ପଶ୍ଚିମବଙ୍ଗରେ ମ୍ୟାଜିକ ଫିଗର ଟପିଲା ବିଜେପି
. ପଶ୍ଚିମବଙ୍ଗରେ TMCକୁ ପଛରେ ପକାଇ ୧୬୦ ରୁ ଅଧିକ ସିଟରେ ଆଗୁଆ
. ଆସାମରେ ପୁଣି ଵିକେପି ସରକାର
. ପଶ୍ଚିମବଙ୍ଗରେ ଆଗରେ ବିଜେପି
. ଆସାମରେ ବିପୁଳ ପରିମାଣରେ ବିଜେପି ଆଗୁଆ
. ପୁଡୁଚେରୀରେ nrc ଆଗୁଆ
. କେରଳରେ udp ଆଗରେ
. ପଶ୍ଚିମବଙ୍ଗରେ TMC ଓ ବିଜେପି ମଧ୍ୟରେ କଡ଼ା ଟକ୍କ
. ତାମିଲନାଡୁରେ ବିଜୟ ସୁନାମି, DMKକୁ ପଛରେ ପକାଇଲା TVK
. ପଶ୍ଚିମବଙ୍ଗରେ କଡ଼ା ଟକ୍କର:
ଭୋଟ୍ ଗଣତି ଆରମ୍ଭ; ପଶ୍ଚିମବଙ୍ଗରେ କଡ଼ା ଟକ୍କର । ପ୍ରାରମ୍ଭିକ ଗଣତିରେ ଆସାମରେ ବିଜେପି ଆଗରେ । ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଉପରେ ନଜର ।
. ଆସାମରେ ବିଜେପି ଆଗରେ:
ଭୋଟ୍ ଗଣତି ଆରମ୍ଭ; ପଶ୍ଚିମବଙ୍ଗରେ କଡ଼ା ଟକ୍କର । TMC ଓ ବିଜେପି ମଧ୍ୟରେ କଡ଼ା ଟକ୍କର । ପ୍ରାରମ୍ଭିକ ଗଣତିରେ ଆସାମରେ ବିଜେପି ଆଗରେ । ତାମିଲନାଡ଼ୁରେ ଶାସକ DMK ଆଗରେ । କେରଳରେ ଆଗୁଆ ଚାଲିଛି UDF । ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଆଞ୍ଚଳ ଉପରେ ନଜର ।
ପଶ୍ଚିମବଙ୍ଗରେ ଚାଲିଛି କଡ଼ା ଟକ୍କର । TMC ଓ ବିଜେପି ମଧ୍ୟରେ କଡ଼ା ଟକ୍କର । ପ୍ରାରମ୍ଭିକ ଗଣତିରେ ଆସାମରେ ବିଜେପି ଆଗରେ । ତାମିଲନାଡ଼ୁରେ ଶାସକ DMK ଆଗରେ । AIADMK କୁ ପଛରେ ପକାଇ ଦ୍ବିତୀୟ ସ୍ଥାନରେ TVK । କେରଳମରେ ଆଗୁଆ ଚାଲିଛି UDF । ପୁଡ଼ୁଚେରୀରେ ଆଗୁଆ ଚାଲିଛି NRC । ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଆଞ୍ଚଳ ଉପରେ ନଜର ।

