ଭୁବନେଶ୍ୱର : ରାଜ୍ୟରେ ଦୁଇ ଦୁଇଟି ଉପ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ହାଇକୋର୍ଟରେ ମାମଲା । ସମ୍ବିଧାନରେ ଏଭଳି ବ୍ୟବସ୍ଥା ନଥିବା ଦର୍ଶାଇ ଏହି ମାମଲା । ଏହାଦ୍ବାରା ରାଜ୍ୟ ରାଜକୋଷରୁ ଅର୍ଥ ଅପଚୟ ହେଉଥିବା ଅଭିଯୋଗ । ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀମଣ୍ଡଳ ବ୍ୟବସ୍ଥା ରହିଛି । ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ପଦବୀ ହଟାଇବାକୁ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା ।
ମାମଲାରେ ଶୁଣାଣି ଶେଷ, ରାୟ ସଂରକ୍ଷିତ।

